Home » REGISTRATION
Cyber_Fruad

ସାବଧାନ: ବୁଷ୍ଟର ଡୋଜ ନାମରେ Account ଖାଲି, ଡିଜିଟାଲ୍ ଠକଙ୍କ ନୂଆ କୌଶଳ

ନୂଆଦିଲ୍ଲୀ:ଆଜିକାଲି ଦେଶର ପ୍ରତ୍ୟେକ ନାଗରିକ କରୋନାକୁ (Coronavirus) ଡରୁଛନ୍ତି। ଯେହେତୁ ଦିନକୁ ଦିନ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।  ଏଭଳି ପରିସ୍ଥିତିରେ ସାଇବର ଠକ (Cyber Fraud) ଠକେଇର ଏକ ନୂଆ ଉପାୟ ଉଦ୍ଭାବନ କରିଛି। ବର୍ତ୍ତମାନ ସେମାନେ ବୁଷ୍ଟର ଡୋଜ (Booster Dose) ନାମରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ (Bank Account) ରେ ପ୍ରବେଶ କରୁଛନ୍ତି।  ସାଇବର ସେଲ ଅନୁଯାୟୀ, ପ୍ରତିଦିନ ବୁଷ୍ଟର ଡୋଜ ନାମରେ ଶହ ଶହ ଠକେଇ ଆସୁଛି। ଦିନକୁ…

Read More

ଘରୋଇ ଚିକିତ୍ସକଙ୍କ ପାଇଁ ଗାଇଡଲାଇନ୍

ଡାକ୍ତର ମାନେ ଅଧିକ କରୋନାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଙ୍କ ପାଇଁ ଗାଇଡ଼ ଲାଇନ ଯାରିକରିଛନ୍ତି। ବିଶେଷକରି ଯେଉଁ ଡାକ୍ତର ମାନେ କ୍ଲିନିକୁ ଯାଇ ରୋଗୀ ଦେଖୁଛନ୍ତି ସେମାନଙ୍କ ପାଇଁ ଗାଇଡ଼ ଲାଇନ ଜାରି କରିଛନ୍ତି। ଗାଇଡଲାଇନ ଅନୁସାରେ ,ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ। ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚ ପରେ ବିଶୋଧନ କରାଯିବ। ଜ୍ଵର ରୋଗୀଙ୍କ…

Read More