Home » RESULT
result

Result:ଦଶମ ବୋର୍ଡ ପରୀକ୍ଷାଫଳ ପ୍ରକାଶିତ,ସମସ୍ତ ଛାତ୍ରଛାତ୍ରୀ ପାସ

ନୂଆଦିଲ୍ଲୀ:ବୋର୍ଡ ଅଫ୍ ସ୍କୁଲ୍ ଏଜୁକେସନ୍, ହରିୟାଣା (Board of School Education Haryana) ଆଜି ଜୁନ୍ ୧୧ ଶୁକ୍ରବାରରେ ହରିୟାଣା ବୋର୍ଡ କ୍ଲାସ୍ ଦଶମ ଫଳାଫଳ ୨୦୨୧ (10th results Board Result-2021) ପ୍ରକାଶ କରିଛି। ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ଦଶମ ଶ୍ରେଣୀର ଛାତ୍ରମାନେ BSEH ର ଅଫିସିଆଲ୍ ସାଇଟ୍ bseh.org.in ରେ ସେମାନଙ୍କର ପରୀକ୍ଷାଫଳ ଯାଞ୍ଚ କରିପାରିବେ। ସାରା ଦେଶରେ Covid19 ମାମଲା ବୃଦ୍ଧି ହେତୁ ହରିୟାଣା ସରକାର ଦଶମ ଶ୍ରେଣୀ ବୋର୍ଡ…

Read More

ସିବିଏସଇ ଦଶମ ପରୀକ୍ଷାରେ ୯୧.୪୬ % ପାସ୍, ଆଗରେ କେନ୍ଦ୍ରିୟ ବିଦ୍ୟାଳୟ

ସିବିଏସଇ ଦଶମ ଫଳାଫଳ ୨୦୨୦ ଘୋଷଣା କରାଯାଇଛି। ଏହି ବର୍ଷର ପରୀକ୍ଷାରେ ୧୮.୭୩ ଲକ୍ଷ ଛାତ୍ରଛାତ୍ରୀ ଥିଲେ ।  ସେଥିରୁ ୯୧.୪୬ ପ୍ରତିଶତ ପ୍ରାର୍ଥୀଙ୍କୁ ଚଳିତ ବର୍ଷ ପାସ୍ ଘୋଷଣା କରାଯାଇଛି। ଯେଉଁଥିରେ ୯୩.୩୧% ଛାତ୍ରୀ ଏବଂ ୯୦.୧୪ % ଛାତ୍ର ପାସ୍ କରିଛନ୍ତି ଚଳିତ ବର୍ଷର ପରୀକ୍ଷାରେ କେନ୍ଦ୍ରିୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସର୍ବାଧିକ ପାସ କରିଛନ୍ତି। ଏଠାରେ ୯୯.୨୩% ଛାତ୍ରଛାତ୍ରୀ ସଫଳ ହୋଇଥିବାବେଳେ ଜବାହର ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୯୮.୬୬% ଛାତ୍ରଛାତ୍ରୀ…

Read More