Road Accident Odisha: ସଡ଼କ ଦୁର୍ଘଟଣାରେ ୪ ମୃତ
ଭୁବନେଶ୍ଵର: Road Accident Odisha ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଜାତୀୟ ରାଜପଥ-୧୬ରେ (NH-16) ସୁନେଇ ରୁପେଇ ପାହାଡ଼ ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍କୁ ବିଶାଖାପାଟଣା ଦିଗରୁ ପୁରୀ (Puri) ଅଭିମୁଖେ ଯାଉଥିବା ଏକ କାର୍ ଧକ୍କା ଦେଇଥିଲା (Road…
