Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ
ଓଡ଼ିଶାରେ ବୈଧ ଯାନବୀମା ଯାଞ୍ଚ, ଇ-ଡିଟେକ୍ସନ, ଇ-ଚାଲାଣ, ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ନେଇ ସରକାରଙ୍କ କଡ଼ା ପଦକ୍ଷେପ
ଓଡ଼ିଶାରେ ବୈଧ ଯାନବୀମା ଯାଞ୍ଚ, ଇ-ଡିଟେକ୍ସନ, ଇ-ଚାଲାଣ, ଫିଟନେସ ଓ ପ୍ରଦୂଷଣ ପ୍ରମାଣପତ୍ର ନେଇ ସରକାରଙ୍କ କଡ଼ା ପଦକ୍ଷେପ
ଭୂବନେଶ୍ଵର : High Security Number Plate Online ଆଜି ରାଜ୍ୟ ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପଞ୍ଜୀକରଣ ଅବଧି ଆଉ ଗୋଟିଏ ମାସ ପାଇଁ ବୃଦ୍ଧି କରିଛନ୍ତି। ଅବଧି ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗାଡି ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ। ଯଦି ୫, ୬ ଥିଲେ ଡିସେମ୍ବର ୩୧ ତାରିଖ…
ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (Driving License) ପାଇଁ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟ (RTO) କୁ ଯାଇ ଆଉ ଡ୍ରାଇଭିଂ ପରୀକ୍ଷା (Driving Testing) ଦେବାକୁ ପଡିବ ନାହିଁ। ପୂର୍ବରୁ ଆପଣଙ୍କୁ ବହୁତ ଥର RTO ଅଫିସ ଯିବାକୁ ପଡୁଥିଲା ଏବଂ ହଇରାଣ ହେଉଥିଲେ ଏବଂ ଏହି ପୂରା ପ୍ରକ୍ରିୟା ବହୁତ ସମୟ ନେଇଥିଲା। ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆଉ ଏହି ପ୍ରକ୍ରିୟା ଦେଇ ଯିବାକୁ ପଡିବ ନାହିଁ। ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ତିଆରି…
ଭୁବନେଶ୍ଵର: କୋଭିଡ୍ (Covid-19) ରୁ ଉତ୍ପନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆରଟିଓରେ DL ପରୀକ୍ଷା ଏବଂ LL ପରୀକ୍ଷାକୁ ବାତିଲ କରିଛନ୍ତି । ଏହା ଏପ୍ରିଲ ୨୨,୨୦୨୧ ଠାରୁ ଲାଗୁହେବ। ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଏହି ପ୍ରତିବନ୍ଧକ ଜାରି କରିଛନ୍ତି। କୋଭିଡ଼ ଅବସ୍ଥାକୁ ଦେଖି ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ସ୍ଲଟ୍ ପ୍ରତି କୋଟା ହ୍ରାସ କରିପାରେ କିମ୍ବା…
ଭୂବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ୨୧ଟି ଆର୍ଟିଓ (RTO) ରେ ନୂଆ ଡିଏଲ୍ ଆବେଦନ (DL Apply) କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଚଣ୍ଡିଖୋଲ, ବରପାଲି, କୋରାପୁଟ (Koraput), ମୟୁରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ (Angul), ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର (Talcher), ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର (Sambalpur) ଆରଟିଓ କାର୍ଯ୍ୟାଳୟକୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ…
ଭୁବନେଶ୍ଵର: ରାଜ୍ୟର ସମସ୍ତ ଆର୍ଟିଓ (RTO) ରେ ଆଜିଠାରୁ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ (Learners License Test) ଆରମ୍ଭ ହେଉଛି। ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, କେବଳ ସେହିମାନେ ଏହି ଟେଷ୍ଟ ଦେବେ। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ ଗତ ୮ ମାସ ହେବ ଏହି ଟେଷ୍ଟ ବନ୍ଦ୍ ରହିଥିଲା । ଗତ ୧୨ ତାରିଖରୁ ନୂତନ ସ୍ଲଟ୍ ପାଇଁ ବୁକିଂ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆବେଦନ କରିଥିବା…
ଭୂବନେଶ୍ଵର: କରୋନା ମହାମାରୀ (Corona Pandemic) ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ପରିବହନ କାର୍ଯ୍ୟାଳୟରେ ନୂତନ ଆବେଦନପତ୍ର ଗ୍ରହଣ ସହ ଡ୍ରାଇଭିଂ ଟେଷ୍ଟ ମଧ୍ୟ ବନ୍ଦ ରହିଥିଲା। ବର୍ତ୍ତମାନ ନୂତନ ଡ୍ରାଇଭିଂ ଲାଇସେନ୍ସ (Driving License) ପାଇଁ ଆବେଦନପତ୍ର ଆସନ୍ତା କାଲିଠାରୁ ରାଜ୍ୟର ୧୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ରେ ଗ୍ରହଣ କରାଯିବ। ଏହି କାର୍ଯ୍ୟାଳୟଗୁଡ଼ିକରେ ଅଧିକ ସଂଖ୍ୟକ ପୁରୁଣା ଆବେଦନ ନ ଥିବାରୁ ନୂଆ ଆବେଦନପତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଉଛି…
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ ର ଫର୍ମ-୧ ଓ ଫର୍ମ-୧ ‘ଏ’ରେ ସଂଶୋଧନ କରାଯାଇଛି। ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ। ଜିଏସ୍ଆର ୪୦୧ (ଇ) ଦିନାଙ୍କ ୨୪ ଜୁନ୍ ୨୦୨୦ ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି…