ରାଜସ୍ଥାନ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ଅଶୋକ ଗେହଲୋଟ୍
ଜୟପୁର:ରାଜସ୍ଥାନରେ ମାସାଧିକ କାଳ ଧରି ଚାଲିଥିବା ରାଜନୈତିକ ଡ୍ରାମା ଆଜି ଶେଷ ହୋଇଛି। ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। କଂଗ୍ରେସ ଆଜି ବିଧାନସଭାରେ ଆସ୍ଥା ଭୋଟ୍ ରେ ବିଜୟ ଲାଭ କରିଛି। ଧ୍ୱନିମତ ଦ୍ୱାରା ଭୋଟ୍ ପାରିତ ହେଲା। ଏହା ସହ ଗୃହକୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗୃହରେ ବିତର୍କ ସମୟରେ କହିଥିଲେ ଯେ ମାନ୍ୟବର ନେତା ବିରୋଧୀ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଆପଣଙ୍କୁ କହୁଛି…
