Home » sambit patra
sambitpatra

Pari Murder Case: ପରୀହତ୍ୟା ମାମଲାକୁ ନେଇ ରାଜଧାନୀ ଦିଲ୍ଲୀରେ ବିଜେପିର ବିକ୍ଷୋଭ; ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସମ୍ବିତ ପାତ୍ରଙ୍କ ସାକ୍ଷାତ୍‍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୟାଗଡ (Nayagargh) ପରୀ ହତ୍ୟା ମାମଲା (Pari Murder Case) କୁ ନେଇ ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) ଆଜି ଦିଲ୍ଲୀସ୍ଥିତ ଜାତୀୟ ଶିଶୁ ସୁରକ୍ଷା କମିସନ (National Commission for Protection of Child Rights) ଙ୍କୁ  ସାକ୍ଷାତ୍‍ କରିଛନ୍ତି। ଶ୍ରୀ ପାତ୍ର କମିସନଙ୍କୁ ସାକ୍ଷାତ୍‍ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାତୀୟ ଶିଶୁ ସୁରକ୍ଷା କମିସନର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ…

Read More
sambit_bjp

BJP: ଫାରୁକ୍ ଅବଦୁଲ୍ଲା ଏବଂ ରାହୁଲ ଗାନ୍ଧୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ: ସମ୍ବିତ ପାତ୍ର

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ) : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ  ଫାରୁକ୍ ଅବଦୁଲ୍ଲା (Farooq Abdullah) ଙ୍କ  ଧାରା-୩୭୦ର ବିବାଦୀୟ ବିବୃତ୍ତିରେ ବିଜେପି ଏହାର କଡ଼ା ପ୍ରତିବାଦ କରିଛି। ସୋମବାର ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଫାରୁକ୍ ଅବଦୁଲ୍ଲା ଏବଂ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ଟାର୍ଗେଟ କରିଛି। ପାର୍ଟି ମୁଖପାତ୍ର ସମ୍ବିତ୍ ପାତ୍ର (Sambit Patra) କହିଛନ୍ତି ଯେ “କଂଗ୍ରେସ ଦଳ ସର୍ଜିକାଲ୍…

Read More

କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ହୃଦଘାତର ମୃତ୍ୟୁ,ସନ୍ଧ୍ୟାରେ ଟିଭି ଡିବେଟରେ ଭାଗ ନେଇଥିଲେ

ନୂଆଦିଲ୍ଲୀ : ଆଜି ବୁଧବାର ସନ୍ଧ୍ୟାରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ  ହୃଦଘାତରେ ମୃତ୍ୟୁ ଘଟିଛି। ରାଜୀବ ତ୍ୟାଗୀ ସନ୍ଧ୍ୟା ପାଞ୍ଚଟା ବେଳେ ଏକ ଘରୋଇ ଟିଭି ଚ୍ୟାନେଲରେ ଏକ ବିତର୍କରେ ବସିଥିଲେ, ଯଦିଓ ସେ ସେତେବେଳେ ସାମାନ୍ୟ ବିଚଳିତ ଅନୁଭବ କରିଥିଲେ କିନ୍ତୁ ସୁସ୍ଥ ଥିଲେ। ହୃଦଘାତ ପରେ ତାଙ୍କୁ  ଯଶୋଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସୂଚନା ପାଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମବେଦନା…

Read More