Home » SARAPANCH
odisha-panchayat election

Odisha Panchayat Election: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୧ ପ୍ରତିଶତ ମତଦାନ

ଭୁବନେଶ୍ଵର: Odisha Panchayat Election 2022 ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ୭୧ ପ୍ରତିଶତ ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ୭୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ…

Read More

ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମ ପଞ୍ଚାୟତ ୨୦ ଜୁଲାଇ ରୁ ୨୬ ଜୁଲାଇ ପର୍ଯ୍ୟନ୍ତ ସଟ୍ ଡାଉନ

ଅନୁଗୋଳ : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡ଼ା ଗ୍ରାମପଞ୍ଚାୟତ ରେ ୫ ଜଣ ସଂକ୍ରମିତ ଚିହ୍ନଟ ହେବାପରେ,ପଞ୍ଚାୟତ ର ସମସ୍ତ ରାଜସ୍ଵ ଗ୍ରାମ ସହିତ ବଡଯୋରଡ଼ା,ସାନସିଂହଡା,କଳିଙ୍ଗ କଲୋନୀ ,ନନ୍ଦିରା କଲୋନୀ ,ଭରତପୁର କଲୋନୀ,ଜଗନ୍ନାଥ କଲୋନୀ ଓ ସେଣ୍ଟ୍ରାଲୱାର୍କ ଶପ କଲୋନୀ ଅଞ୍ଚଳ ଗୁଡିକୁ ୨୦ ଜୁଲାଇ ଦିବା ୨ ଘଟିକା ସମୟ ଠାରୁ ଆସନ୍ତା ୨୬ ଜୁଲାଇ ରାତି ୧୦ ଟା ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ର ଜନସାଧାରଣ ଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ତା କୁ ପ୍ରାଥମିକତା କୁ ଦେଇ…

Read More