Home » Second Corona Virus Wave
pm-modi- maan-ki-baat

Mann Ki Baat:ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ କଡ଼ା ଜବାବ ଦିଆଯାଇ ପାରୁଛି:PM Modi

ନୂଆଦିଲ୍ଲୀ:ସେବା ଓ ସହଯୋଗ ପାଇଁ ଦୃଢ଼ ମନୋବଳ ଯୋଗୁଁ ମହାମାରୀକୁ ପ୍ରତିହତ କରିବା ଦିଗରେ ଆମେ ଅଗ୍ରସର ହେଉଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) କହିଛନ୍ତି। ‘ମନ୍‍ କି ବାତ୍‍’ (Mann Ki Baat) କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବବିନିମୟ କରି ଶ୍ରୀ ମୋଦୀ କହିଛନ୍ତି, ଦ୍ୱିତୀୟ ଲହର କୋଭିଡ (Second Wave Covid) ମହାମାରୀର ମୁକାବିଲା କରିବା ପାଇଁ ଡାକ୍ତର, ନର୍ସ ଓ ସମ୍ମୁଖ ଯୋଦ୍ଧାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଭୃକ୍ଷେପ ନ…

Read More