Home » shiv sena
lk uma mm

Babri Masjid demolition:ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ଆଡଭାନୀ, ଯୋଶୀ, ଉମାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ; ଆଡଭାନୀ କହିଲେ ‘ଜୟ ଶ୍ରୀରାମ’

ଲକ୍ଷ୍ନୌ: ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ଅପରାଧିକ ମାମଲାରେ ୨୮ ବର୍ଷ ପରେ ଜଜ୍ ସୁରେନ୍ଦ୍ର କୁମାର ଯାଦବଙ୍କ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଜଜ୍ ତାଙ୍କ ରାୟରେ କହିଛନ୍ତି ଯେ ଏହି ଭଙ୍ଗା ଯୋଜନା ପୂର୍ବ ଯୋଜନା ନୁହେଁ ବରଂ ଏକ ଦୁର୍ଘଟଣାଜନକ ଘଟଣା। ସ୍ୱତନ୍ତ୍ର କୋର୍ଟ ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ କଲ୍ୟାଣ ସିଂ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ୪୯…

Read More
kangana office

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

ମୁମ୍ବାଇ: ବୃହନ୍‌ମୁମ୍ବଇ ମହାନଗର ନିଗମ (BMC) ବୁଲ୍‌ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…

Read More