Bappi Lahiri: ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ
ମୁମ୍ବାଇ: Bappi Lahiri passes away ଖ୍ୟାତନାମା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ (Bappi Lahiri) ଙ୍କର ଆଜି ମୁମ୍ବାଇଠାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ୮୦ ଓ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଶ୍ରୋତାଙ୍କ ମହଲରେ ବେଶ୍ ପରିଚିତ ଥିଲେ। ପଶ୍ଚିମବଙ୍ଗର ଜଲପାଇଗୁଡିରେ ୨୭ ନଭେମ୍ବର ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ସୁନା ଅଳଙ୍କାରରେ ସଜ୍ଜିତ ଜଣେ ସଂଗୀତଜ୍ଞ ଭାବରେ ବାପିଦା’…
