ଆମାଜନ ଫ୍ରିଡମ ସେଲ ଆରମ୍ଭ; କ୍ରୟ ଉପରେ ବଡ଼ ରିହାତି
ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରାଇମ ସେଲ ପରେ ଏବେ ଆମାଜନ ଫ୍ରିଡ଼ମ ସେଲ ୮ ଅଗଷ୍ଟରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ରାତି ୧୧.୫୦ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଆପଣ ୭୦% ବମ୍ପର ରିହାତି ଅଫର ସହିତ ହୋମ ଆପ୍ଲାଏନ୍ସ,ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ୍ ଇତ୍ୟାଦି ପାଇପାରିବେ। ଏହାପୂର୍ବରୁ ଆମାଜନ ପ୍ରାଇମ ଡେଜ୍ ବିକ୍ରୟ ଆମାଜନ ଦ୍ୱାରା ଆରମ୍ଭ ହୋଇଥିଲା, ଯାହା ବିଶେଷ ଭାବରେ ଆମାଜନର ପ୍ରାଇମ ମେମ୍ବରଙ୍କ ପାଇଁ ଉଦିଷ୍ଠ ଥିଲା…
