SP Balasubrahmanyam: ଏସପି ବାଲାସୁବ୍ରମଣ୍ୟନଙ୍କ ୭୪ ବର୍ଷ ବୟସରେ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
ଚେନ୍ନାଇ: ଭାରତୀୟ ସିନେମାର କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରମଣ୍ୟନ (SP Balasubrahmanyam) ଙ୍କ ଦେହାନ୍ତ ହୋଇଛି। ସେ ଚେନ୍ନାଇର ଏମଜିଏମ (MGM) ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି , ଯେଉଁଠାରେ ତାଙ୍କୁ କୋଭିଡ ସଂକ୍ରମଣ ପରେ ଗତ ଅଗଷ୍ଟ ମାସରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର କୋଭିଡ ପରୀକ୍ଷା ନେଗେଟିଭ ଆସିଥିଲା, କିନ୍ତୁ ସ୍ୱାସ୍ଥ୍ୟ ଖରାପ ଥିବାରୁ ଡାକ୍ତରଖାନାରେ ଜୀବନ ରକ୍ଷାକାରୀ ସହାୟତା (ECMO support) ରେ ରଖାଯାଇଥିଲା। ମେଡିକାଲ ବୁଲେଟିନ୍ ଜାରି କରି ଡାକ୍ତରଖାନା…
