Asia Cup 2022 Winner Sri Lanka: ଶ୍ରୀଲଙ୍କା ଏସିଆ କପ୍ ଚମ୍ପିୟାନ
ଦୁବାଇ: Asia Cup 2022 Winner Sri Lanka ଏସିଆ କପ ଫାଇନାଲ ମ୍ୟାଚ (Asia Cup Final) ରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କା ପାକିସ୍ତାନ (Sri Lanka Vs Pakistan) କୁ ୨୩ରେ ପରାସ୍ତ କରି ଚାମ୍ପିୟନ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏସିଆ କପ ଫାଇନାଲ ମୁକାବିଲାରେ ପାକିସ୍ତାନ ଟଚ ଜୟତୀ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ଉଦୀୟମାନ ବ୍ୟାଟସ ମ୍ୟାନ ଭାନୁକା ରାଜପାକ୍ସେଙ୍କ…
