Home » SSC
ssc_cgl_2022-adv

SSC CGL Recruitment 2022: Apply online here ssc.nic.in.

ଭୁବନେଶ୍ଵର: SSC CGL Recruitment 2022 Notification: କେନ୍ଦ୍ର କର୍ମଚାରୀ ଚୟନ ଆୟୋଗ (Staff Selection Commission-SSC) କମ୍ବାଇଣ୍ଡ ଗ୍ରାଜୁଏଟ ଲେବେଲ ପରୀକ୍ଷା (Combined Graduate Level Examination-CGL) 2022 ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। SSC CGL 2022 ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ ssc.nic.in ରେ ଆବେଦନ କରିପାରିବେ। ସମସ୍ତ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ ssc.nic.in ରେ SSC CGL ପରୀକ୍ଷା 2022 ଆବେଦନ କରିପାରିବେ। SSC…

Read More
jobs

Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି। ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ…

Read More
peace-nobel

Nobel Peace Prize 2020: ଏଥର ନୋବେଲ ଶାନ୍ତି ପୁରସ୍କାର ‘World Food Programme’କୁ ମିଳିଛି

ନରୱେ ନୋବେଲ କମିଟି ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ (World Food Programme-WFP) କୁ ନୋବେଲ ଶାନ୍ତି ପୁରସ୍କାର-୨୦୨୦ (Nobel Peace Prize-2020) ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଆନ୍ତର୍ଜାତୀୟ ଏକତା ଏବଂ ବହୁପକ୍ଷୀୟ ସହଯୋଗର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ହୋଇଛି। କ୍ଷୁଧା ମୁକାବିଲା ପାଇଁ ଉଦ୍ୟମ, ବିବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ତଥା ଏଥିରେ ମୁଖ୍ୟ ଭାବରେ କାର୍ଯ୍ୟ କରିଥିବାରୁ ଯୁଦ୍ଧ ଏବଂ ବିବାଦର ଅସ୍ତ୍ର ଭାବରେ କ୍ଷୁଧାକୁ…

Read More
OFFICE

ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟକ୍ଷେତ୍ରରେ ଅପରାଗମାନଙ୍କୁ ବିଦା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚିହ୍ନଟ କରିବା ଏବଂ ୩୦ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ସର୍ଭିସ ରେକର୍ଡ଼ ସମୀକ୍ଷା କରିବାକୁ କେନ୍ଦ୍ର ଏହାର ସମସ୍ତ ବିଭାଗକୁ କହିଛି। ଏଥିପାଇଁ ସବୁ ବିଭାଗକୁ ନିର୍ଦେଶନାମା ପଠାଯାଇଛି। ପର୍ସନାଲ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ମୌଳିକ ନିୟମ (FR) ୫୬ (J) ଏବଂ ୫୬ (I), ଏବଂ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ (pension ) ନିୟମ, ୧୯୭୨ ର ନିୟମ ୪୮ (1) (ଖ) ଅନୁଯାୟୀ…

Read More

NRA ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ରୁଇଟମେଣ୍ଟ ଏଜେନ୍ସି ଗଠନ(NRA)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ୟାବିନେଟରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ନୂଆ ଭାରତ ଭବିଷ୍ୟତର ଗେମ୍-ଚେଞ୍ଜର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (Common Eligibility…

Read More

ଏଥର ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଆଜି ବୁଧବାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ବର୍ତ୍ତମାନ କେନ୍ଦ୍ର ସରକାରୀ ଚାକିରି ପାଇଁ କେବଳ ଗୋଟିଏ ପରୀକ୍ଷା ହେବ। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶରେ ସରକାରୀ ଚାକିରି ପାଇଁ ୨୦ରୁ ଅଧିକ ନିଯୁକ୍ତି ଏଜେନ୍ସି ଅଛି। ସରକାରୀ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ଅନେକ ପରୀକ୍ଷା ଦେବାକୁ…

Read More

ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମଞ୍ଜୁର

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(Permanent Commission) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ। ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(SSC)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(AD) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ASC), ଆର୍ମୀ ଆର୍ଡିନାନ୍ସ…

Read More