Corona କାଳରେ ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ଫି ନେଇ ପାରିବେ ନାହିଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା (Corona) କାଳରେ ବେସରକାରୀ ବିଦ୍ୟାଳୟ (Private School) ଗୁଡ଼ିକର ଫି (Fee) ସମ୍ପର୍କରେ ସୁପ୍ରିମକୋର୍ଟ (Supreme Court ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଠାରୁ ୨୦୨୦-୨୧ ଅଧିବେଶନ ପାଇଁ ବାର୍ଷିକ ଫି ଆଦାୟ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ରାଜ୍ୟ ଆଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କଠାରୁ ବାର୍ଷିକ ଫି ଧାର୍ଯ୍ୟ କରିପାରିବେ। ତେବେ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ବିଦ୍ୟାଳୟଗୁଡ଼ିକ…
