Home » SUBSIDY
dap

Subsidy:ସରକାରଙ୍କ ଐତିହାସିକ ଚାଷୀ ଅନୁକୂଳ ପଦକ୍ଷେପ,ସାର ସବସିଡି ବୃଦ୍ଧି

ନୂଆଦିଲ୍ଲୀ:ସାର ଦର (Fertilizer Price) ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର…

Read More
talcher fertilizer

Talcher Fertilizer:ତାଳଚେର ସାରକାରଖାନା ଦ୍ୱାରା ଉତ୍ପାଦିତ ୟୁରିଆ ନିମନ୍ତେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ତାଳଚେର: ତାଳଚେର ସାରକାରଖାନା (Talcher Fertilizer Ltd) ଦ୍ୱାରା କୋଇଲା ବାଷ୍ପୀକରଣ (Coal Gasification) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ (Urea) ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି (Subsidy) ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଦେଶରେ ରଣକୌଶଳାତ୍ମକ ଊର୍ଜ୍ଜା…

Read More
rajyasabha2

Rajyasabha Updates: ରାଜ୍ୟସଭାରୁ ୮ ସାଂସଦ ନିଲମ୍ବିତ,ଡେପୁଟି ଚେୟାରମ୍ୟାନ୍ ଙ୍କ ଅବିଶ୍ଵାସ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ (M.Venkaiah Naidu) ସୋମବାର ଦିନ ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ (Harivansh Narayan Singh )ଙ୍କ ବିରୋଧରେ ବିରୋଧୀଙ୍କ ଅବିଶ୍ଵାସ  ପ୍ରସ୍ତାବକୁ ଖାରଜ କରି କହିଛନ୍ତି ଯେ ଏହି ପ୍ରସ୍ତାବ ଠିକ୍ ରୂପରେ ନାହିଁ। ସେ କହିଛନ୍ତି ଯେ ବିରୋଧରେ ଉପସ୍ଥାପିତ ପ୍ରସ୍ତାବ ନିର୍ଦ୍ଦିଷ୍ଟ ଫର୍ମାଟରେ ନାହିଁ ଏବଂ ଏଥିପାଇଁ ଆବଶ୍ୟକ ୧୪ ଦିନ ସମୟ ମଧ୍ୟ ପାଳନ କରାଯାଇ ନାହିଁ। ସୂଚନାଯୋଗ୍ୟ କୃଷି ସମ୍ବନ୍ଧୀୟ ଦୁଇଟି ବିଲରେ…

Read More
modi pm

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

ନୂଆଦିଲ୍ଲୀ: ଏଲଏସି (LAC)ରେ ଭାରତ ସହ ଚୀନ (China)ର ଉତ୍ତେଜନା ପରିସ୍ଥିତି ପରେ ଭାରତ ଚୀନ୍ ଉପରେ ଅନେକ କଠୋର ନିଷ୍ପତ୍ତି ନେଉଛି। ମୋବାଇଲ୍ ଆପ୍ (App) ଉପରେ ନିଷେଧାଦେଶ, ନିବେଶକୁ ସୀମିତ ରଖିବା ପାଇଁ ନିୟମ ପରିବର୍ତ୍ତନ, ସମସ୍ତ ସାମଗ୍ରୀ ଉପରେ ଶୁଳ୍କ (Tax )ବୃଦ୍ଧି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଉଛି।  ଧୀରେ ଧୀରେ ଏହାର ପ୍ରଭାବ ମଧ୍ୟପଡ଼ିଲାଣି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଚାଇନାର ଆମଦାନୀ ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ…

Read More
Narendra Shinzo Abe

ଚୀନ୍ ଉପରେ ଜାପାନର ‘ଅର୍ଥନୈତିକ ସର୍ଜିକାଲ୍ ଷ୍ଟ୍ରାଇକ୍’ ଚୀନ୍ ଛାଡି ଭାରତ ଆସୁଥିବା କମ୍ପାନୀକୁ ସବସିଡି ମିଳିବ

ଟୋକିଓ: ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (METI) କହିଛି ଯେ ଚୀନ୍ (China ) ବଦଳରେ ଭାରତରେ ସେମାନଙ୍କ ସାମଗ୍ରୀ ଉତ୍ପାଦନ କରୁଥିବା ଜାପାନୀ ଉତ୍ପାଦକମାନଙ୍କୁ ବର୍ତ୍ତମାନ ଜାପାନ (Japan) ସରକାର ସବସିଡି (Subsidy) ଦେବ। କରୋନା ସଂକ୍ରମଣ (Covid -19) ସମୟରେ ପୂର୍ବ ଲଦାଖରେ ଭାରତକୁ ଚ୍ୟାଲେଞ୍ଜ କରି ଚୀନ୍ ବିଶ୍ୱ ସ୍ତରରେ ଅଲଗା ହେବାକୁ ଯାଉଛି। ସୂଚନାଯୋଗ୍ୟ,ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଖୋଲାଖୋଲି ଭାବେ ଭାରତ ସପକ୍ଷରେ ଓକିଲାତି…

Read More

ଅର୍ଥମନ୍ତ୍ରୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସମୀକ୍ଷା

ନୂଆଦିଲ୍ଲୀ:କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅର୍ଥ ସେବା ବିଭାଗର ସଚିବ ଶ୍ରୀ ଦେବାଶିଷ ପଣ୍ଡାଙ୍କ ସମେତ କୃଷି ସମବାୟ ଓ କୃଷକ କଲ୍ୟାଣ, ପିଏମଏଫବିୱାଇକୁ କାର୍ଯ୍ୟକାରୀ କରୁଥିବା ସାଧାରଣ ବୀମା କମ୍ପାନୀ ଓ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ…

Read More