Home » suresh raina
harbhajan singh

ହରଭଜନ ସିଂ ଆଇପିଏଲ୍ ରୁ ଓହରିଲେ,କହିଲେ କାରଣ

ନୂଆଦିଲ୍ଲୀ: ସୁରେଶ ରୈନା (Suresh Raina)ଙ୍କ ପରେ ଦଳର ଅନ୍ୟ ବରିଷ୍ଠ ଖେଳାଳି ବ୍ୟକ୍ତିଗତ କାରଣରୁ ଦୁବାଇରେ ହେବାକୁଥିବା ଆଇପିଏଲ(IPL)ର ୧୩ ତମ ସିଜିନରୁ ଓହରିଯିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦଳର ବରିଷ୍ଠ ସ୍ପିନର ହରଭଜନ ସିଂ (Harbhajan Singh) ବ୍ୟକ୍ତିଗତ କାରଣରୁ ଟୁର୍ନାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ସିଜନରେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ହରଭଜନ ସିଂ ନିଜେ କହିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର…

Read More
Raina

ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ

ଚଣ୍ଡିଗଡ:ଦୁବାଇରୁ ଫେରିଆସିବାକୁ ନେଇ କ୍ରିକେଟର ସୁରେଶ ରୈନା (Suresh Raina )ଙ୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଥିଲା। ସୁରେଶ ରୈନା କହିଛନ୍ତି ଯେ ତାଙ୍କ ପିଉସୀଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ସୁଦ୍ଧା କିଏ ଏହି ଆକ୍ରମଣ କରିଛି ତାହା ମଧ୍ୟ ସେ ଜାଣି ନାହାଁନ୍ତି। ପରିବାର ଉପରେ ହୋଇଥିବା ଆକ୍ରମଣ କାରଣରୁ ଦୁବାଇରେ ଆଇପିଏଲ ( IPL )ଛାଡି ଦେଶକୁ ଫେରିଥିବା ରାଇନା ଗତ କିଛି ଦିନ ମଧ୍ୟରେ ତାଙ୍କ ପରିବାରରେ  କ’ଣ…

Read More

ଧୋନିଙ୍କ ପରେ ପିଏମ ମୋଦୀଙ୍କ ସୁରେଶ ରୈନାଙ୍କୁ ଚିଠି, ପିଏମ ମୋଦୀ ଏମିତି କହିଲେ …

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ  ଅବସର ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏକ ଚିଠି ଲେଖିଥିଲେ। ଯାହା ଦେଶରେ ଖୁବ ଚର୍ଚ୍ଚାର ବିଷୟଥିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ନୂତନ ଭାରତର ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କୁ ମଧ୍ୟ ପିଏମ ମୋଦୀ ଏକ ଚିଠି ଲେଖି ଖୁବ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଧୋନିଙ୍କ ସହ ସୁରେଶ ରୈନା ଗୋଟିଏ…

Read More

ଧୋନି କାହିଁକି ହଠାତ୍ ଅବସର ନେଲେ… ସୁନୀଲ ଗାଭାସ୍କର ତାର କାରଣ କହିଲେ

ନୂଆଦିଲ୍ଲୀ:ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍ ଆଉ କ୍ରିକେଟ ପ୍ରେମୀଙ୍କୁ ଦେଖିବାକୁ ମିଳିବନି। କ୍ରିକେଟରେ ଭାରତକୁ ବିଶ୍ୱ ସ୍ତରରେ ଏକ ଭିନ୍ନ ସ୍ଥାନକୁ ନେଇଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଗଣିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି  ଅଗଷ୍ଟ ୧୫ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଗତ ଏକ ବର୍ଷ ଧରି ତାଙ୍କ ଅବସର ନେଇ ଚାଲିଥିବା ଅନୁମାନ ମଧ୍ୟ ଶେଷ ହୋଇଥିଲା।   ମାହିଙ୍କ…

Read More

ସୁରେଶ ରୈନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ୨୦୦୫ ରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିବା ରାଇନା ତାଙ୍କ ବ୍ୟାଟିଂ, ଇମ୍ପ୍ରୋଭାଇଜେସନ୍ ସ୍ପିନ୍ ବୋଲିଂ ଏବଂ ମଧ୍ୟମ କ୍ରମରେ ମହାନ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଇନା ଭାରତ ପାଇଁ ୧୮ ଟି ଟେଷ୍ଟ, ୨୨୬ ଟି ଦିନିକିଆ ଏବଂ ୭୮ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହି…

Read More