Home » tajikstan

ତାଜିକିସ୍ତାନରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପ କମ୍ପନ; ବିପଜ୍ଜନକ ତୀବ୍ରତା ରେକର୍ଡ

ମଙ୍ଗଳବାର ସକାଳ ୭ ଟାରେ ତାଜିକିସ୍ତାନରେ ଏକ ଭୂକମ୍ପ ଘଟିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହାର କେନ୍ଦ୍ର ରାଜଧାନୀ ଦୁଶାନବେର ପୂର୍ବ-ଦକ୍ଷିଣ ପୂର୍ବରେ ୩୪୧ କିଲୋମିଟର ଥିଲା। ଏହା  ୬.୮ ତୀବ୍ରତା ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଲୋକମାନେ ନିଜ ଘରୁ ବାହାରକୁ ଆସିବାର ଦେଖିବାକୁ ମିଳିଛି। ବିଗତ ଦିନରେ ଜାମ୍ମୁ କାଶ୍ମୀରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି। ଏହାପୂର୍ବରୁ…

Read More