Home » team India
India vs Sri Lanka ODI Highlight

India vs Sri Lanka ODI Highlight: ଶ୍ରୀଲଙ୍କାକୁ ହରାଇ ଦିନିକିଆ ସିରିଜ ଜିତିଲା ଭାରତ

ଥିରୁଅନନ୍ତପୁରମ: India vs Sri Lanka ODI Highlight ଆଜି ଟିମ ଇଣ୍ଡିଆ  ଶ୍ରୀଲଙ୍କାକୁ ହରାଇ ଦିନିକଆ ସିରିଜକୁ ୩-୦ ରେ ଜିତିନେଇଛି। ୩ୟ ତଥା ଶେଷ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନର ଏକ ବଡ଼ ସ୍କୋର କରିଥିଲା। ମ୍ୟାଚ ଜିତିବାକୁ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। କିନ୍ତୁ ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱେକଟ ହରାଇ ମାତ୍ର ୭୨ ରନ ସଂଗ୍ରହ…

Read More
hardik-pandya-shikhar-dhawan-

India Vs New Zealand: ନ୍ୟୁଜିଲ୍ୟାଣ୍ଡ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ହାର୍ଦ୍ଦିକ ଅଧିନାୟକ

ନୂଆଦିଲ୍ଲୀ: India Vs New Zealand ଆଜି  ସୋମବାର ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ବିପକ୍ଷ ଭାରତର ଆଗାମୀ ସିରିଜ୍ ପାଇଁ ଭାରତ ସିନିୟର ଚୟନ କମିଟି ଖେଳାଳି ଚୟନ କରିଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଉଭୟ ଦେଶ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦିନିକିଆ ସିରିଜରେ ଶିଖର ଧାୱନ ଟିମ୍ ଇଣ୍ଡିଆର ଦାୟିତ୍ୱ ଗ୍ରହଣ…

Read More
ind vs sa

IND Vs SA ODI Cricket: ଈଶାନ କିଶନଙ୍କ ଧୂଆଁଧାର ବ୍ୟାଟିଂ, ସିରଜ୍ ବରାବର

ରାଞ୍ଚି: IND Vs SA ODI Cricket ‘କର’ ବା ‘ମର’ ରାଞ୍ଚି ଦିନିକିଆରେ ଈଶାନ କିଶନ (Ishan Kishan) ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ, ଦକ୍ଷିଣ ଆଫ୍ରିକା (IND Vs SA ODI) କୁ ୭ ୱିକେଟ୍‌ରେ ପରାସ୍ତ କରି ଶିଖର ଧାୱନଙ୍କ ଦଳ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସି ସିରିଜ ବରାବର କରିଛି।   ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା, କାରଣ ଯଦି ଟିମ୍…

Read More
ind vs aus

Mohali cricket Match: ମୋହାଲୀ ମ୍ୟାଚ ବୋଲରଙ୍କ ପାଇଁ ଭାରତ ହାରିଲା: ରୋହିତ ଶର୍ମା

ମୋହାଲି: Mohali cricket Match India Lost ଭାରତ ଅଧିନାୟକ ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ ଦଳ ପଡ଼ିଆରେ ସୁଯୋଗର ଫାଇଦା ଉଠାଇ ନଥିଲା ଏବଂ ବୋଲିଂ ମଧ୍ୟ ଖରାପ ଥିଲା, ଯାହା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ T-20 ଅନ୍ତର୍ଜାତୀୟରେ ଅଷ୍ଟ୍ରେଲିଆ (Australia) ଠାରୁ ଭାରତ (India) କୁ ଚାରି ୱିକେଟ୍ ରେ ହାରିବାକୁ ପଡିଲା। ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, ‘ମୁଁ ଭାବୁନାହିଁ ଯେ ଆମେ ସେତେ ଭଲ…

Read More
india_vs_pakistan

Asia Cup T-20: ଏସିଆ କପ୍ ଟି -୨୦ ମ୍ୟାଚରେ ଭାରତ ପାକିସ୍ଥାନଠାରୁ ପାଞ୍ଚ ୱିକେଟରେ ବିଜୟ

Asia Cup T-20: ଏସିଆ କପ୍ ଟି -୨୦ କ୍ରିକେଟ୍ ଟୁର୍ନାମେଣ୍ଟରେ ଚମତ୍କାର ବିଜୟ ହାସଲ କରିଛି। ଭାରତ ପାକିସ୍ତାନ (India-Pakistan Cricket Match) କୁ ପାଞ୍ଚ ୱିକେଟରେ ପରାସ୍ତ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଥିଲା। ବିଜୟ ହାସଲକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଆଜିର ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଏକ ଭଲ ଅଲରାଉଣ୍ଡର ପ୍ରଦର୍ଶନ କରିଛି। ଦଳ ବହୁତ…

Read More
India-vs-Australia

Ind Vs Aus: ଆଡିଲେଡ୍ ରେ ବଢିଲା କରୋନା ମାମଲା, ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ସନ୍ଦେହରେ ?

ସିଡନୀ: ଆଡିଲେଡରେ ବଢିଛି କୋଭିଡ ମାମଲା। କରୋନା ଭାଇରସ (Corona Virus) ର ସଦ୍ୟତମ ମାମଲା ପରେ ଅଧିନାୟକ ଟିମ୍ ପେନ୍ (Tim Paine) ସମେତ ଅଷ୍ଟ୍ରେଲିଆ (Australia) ର କିଛି ଖେଳାଳିଙ୍କୁ ସୋମବାର କ୍ୱାରାଣ୍ଟାଇନ୍ ଯିବାକୁ ପଡିଛି, କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି ଯେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୧୭ ରେ ଏଠାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅନୁଷ୍ଠିତ ହେବ। ଖବର ଅନୁସାରେ ଆଡିଲେଡରେ କରୋନା ଭାଇରସ ସଂକ୍ରମଣର ଏକାଧିକ ମାମଲା…

Read More
rayudu mahimalive

IPL 2020 Updates : ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କୁ ଜବାବ ଦେଲେ ଅମ୍ବାତି ରାୟୁଡୁ

ଆବୁଧାବି: ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚ୍ ପରେ ସବୁଠି କେବଳ ଏବଂ ଅମ୍ବାତି ରାୟୁଡୁ (Ambati Rayudu)ଙ୍କ ବିଷୟରେ ଆଲୋଚନା ହେଉଛି। ସେ ଏମିତି ଜଣେ ବ୍ୟାଟ୍ସମ୍ୟାନ୍ ଯିଏ ପଡ଼ିଆରେ ଅବତରଣ କରିବା ମାତ୍ରେ ତାଙ୍କ ସମାଲୋଚକମାନଙ୍କୁ ବ୍ୟାଟରେ ସମାଲୋଚନା କରିଥିଲେ। ଏକ ଇନିଂସ ଯାହା ଟିମ୍ ଇଣ୍ଡିଆ (Team India) କୋଚ୍ ରବି ଶାସ୍ତ୍ରୀ (Ravi Shastri)ଏବଂ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କୁ କହିଛି ଯେ ଗତ ବର୍ଷ ବିଶ୍ୱକପ ୨୦୧୯ରୁ…

Read More

ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଭାରତ ପାଇଁ ଏମଏସ ଧୋନିଙ୍କ ଶେଷ ମ୍ୟାଚ ୨୦୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇଥିଲା ଯାହା ସେମିଫାଇନାଲ ଥିଲା। ଏହି ମ୍ୟାଚରେ ଭାରତ ହାରି ଯାଇଥିଲା ଏବଂ ସେହି ଦିନଠାରୁ ଧୋନିଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏବେ ମାହି ହଠାତ୍ କ୍ରିକେଟ୍ ପାଇଁ ବିଦାୟ ନେଇଛନ୍ତି। ଧୋନିଙ୍କ ଅବସର ବିଷୟରେ ANI ରିପୋର୍ଟ କରିଛି। ଧୋନୀ…

Read More