IPL 2020 Updates DC Vs KXIP: ଅମ୍ପାୟାରକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଅ: ବିରେନ୍ଦ୍ର ସେହୱାଗ
ଦୁବାଇ: ଆଇପିଏଲ୍ (IPL) ଦର୍ଶକ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିଛନ୍ତି। ଯେଉଁଥିରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କିଙ୍ଗସ୍ ଏକାଦଶ ପଞ୍ଜାବ (Kings Xi Punjab) ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ମ୍ୟାଚ୍ ଡ୍ର ହୋଇଥିଲା। ତେଣୁ ଅନ୍ତିମ ଫଳାଫଳ ଜାଣିବା ପାଇଁ ସୁପର ଓଭରର ମ୍ୟାଚ୍ ଆବଶ୍ୟକ ହେଲା ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ବିଜୟ ହାସଲ କଲା। କିନ୍ତୁ ଦିଲ୍ଲୀର ବିଜୟକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ବହୁ ପୂର୍ବତନ…
