Home » test
DRDO ITR

Brahmos Supersonic Cruise Missile:ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର ସଫଳ ବ୍ୟାବହାରିକ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁର (Chandipur) ରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟି (ITR)ରୁ ଆଜି ସୁପରସୋନିକ୍‍ କ୍ରୁଜ୍‍ ମିଶାଇଲ୍‍ (Supersonic Cruise Missile) ବ୍ରହ୍ମୋସ୍‍ (Brahmos) କ୍ଷେପଣାସ୍ତ୍ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ସକାଳ ୧୦ଟା ୨୭ ମିନିଟରେ  ହୋଇଥିବା ଡି.ଆର୍‍.ଡି.ଓ.(DRDO) ପକ୍ଷରୁ ସୂଚନା ଦିଆଯାଇଛି। ଭାରତ (India) ଓ ରୁଷିୟା (Russia) ର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷର…

Read More

ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିଜୟ ଲକ୍ଷ୍ୟ ୩୯୯ ରନ୍, ବ୍ରଡ କୁ ୮ ୱିକେଟ

ମଞ୍ଚେଷ୍ଟର :ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସ ୧୯୭ ରନ  ରେ ପଛରେ ଥିଲା। ପ୍ରଥମ ଇନିଂସରେ ୩୬୯ରନ୍ ସଂଗ୍ରହ କରିଥିବା ଇଂଲଣ୍ଡ ୧୭୨  ରନ୍ ରେ  ଅଗ୍ରଣୀ ହାସଲ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ଦ୍ରୁତ ରନ୍ ସ୍କୋର କରି ୨୨୬ ରେ ଇନିଂସ୍ ଘୋଷଣା କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିରାଟ…

Read More

ଦିଲ୍ଲୀରେ କରୋନା ପରୀକ୍ଷା ସଂଖ୍ୟା ବଢିବ : କେଜରିୱାଲ ସରକାର

ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପରିସ୍ଥିତିର ସମୀକ୍ଷା କରିବା ପାଇଁ ନିକଟରେ ଦିଲ୍ଲୀ ସରକାର ସହ କେନ୍ଦ୍ର ସରକାର ଏକ ବୈଠକ କରିଥିଲେ । ଯେଉଁଥିରେ କେନ୍ଦ୍ର ସରକାର ଦିଲ୍ଲୀରେ କୋରୋନା ପରୀକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରୀ ଓ ଘରୋଇ ଲ୍ୟାବକୁ ଦିଆଯାଇଥିବା ଏହି…

Read More