Home » tiktok
modi pm

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

ନୂଆଦିଲ୍ଲୀ: ଏଲଏସି (LAC)ରେ ଭାରତ ସହ ଚୀନ (China)ର ଉତ୍ତେଜନା ପରିସ୍ଥିତି ପରେ ଭାରତ ଚୀନ୍ ଉପରେ ଅନେକ କଠୋର ନିଷ୍ପତ୍ତି ନେଉଛି। ମୋବାଇଲ୍ ଆପ୍ (App) ଉପରେ ନିଷେଧାଦେଶ, ନିବେଶକୁ ସୀମିତ ରଖିବା ପାଇଁ ନିୟମ ପରିବର୍ତ୍ତନ, ସମସ୍ତ ସାମଗ୍ରୀ ଉପରେ ଶୁଳ୍କ (Tax )ବୃଦ୍ଧି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଉଛି।  ଧୀରେ ଧୀରେ ଏହାର ପ୍ରଭାବ ମଧ୍ୟପଡ଼ିଲାଣି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଚାଇନାର ଆମଦାନୀ ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ…

Read More
app ban in India

ଭାରତରେ ଆପ୍ ବ୍ୟାନ ନିଷ୍ପତ୍ତିକୁ ନେଇ ଚୀନ୍ ବିଚଳିତ, କହୁଛି କିଛି ଭଲ ହେଲାନି,ଆମ ସ୍ୱାର୍ଥର କ୍ଷତି

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ପ୍ରାଥମିକତା ଦର୍ଶାଇ ଭାରତ ସରକାର ଗତକାଲି ସେପ୍ଟେମ୍ବର ୨ ତାରିଖରେ ୧୧୮ ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତିନିମାସ ମଧ୍ୟରେ ଭାରତ ସରକାର ଅନେକ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଚୀନ୍‌ର ବିବୃତ୍ତି ଆସିଛି। ଚୀନ୍ ପକ୍ଷରୁ କୁହାଯାଇଛି ଯେ ଏହା ଚିନ୍ତାର ବିଷୟ ଏବଂ ଏହା ଚାଇନାର ବ୍ୟବସାୟୀଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ (Reuters )ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟର ଉଦ୍ଧେଶ୍ୟରେ କହିଛି…

Read More
tiktok bid

ୱାଲମାର୍ଟ ଓ ମାଇକ୍ରୋସଫ୍ଟ ଟିକଟୋକକୁ କିଣି ପାରନ୍ତି!

ନୂଆଦିଲ୍ଲୀ:ଆମେରିକାର ରିଟେଲ ବ୍ୟବସାୟୀ ୱାଲମାର୍ଟ (Walmart ) ଏବଂ ମାଇକ୍ରୋସଫ୍ଟ ( Microsoft ) ସହିତ ଟିକଟକ୍ (Tik Tok) କୁ କିଣିବା ପାଇଁ ମିଳିତ ଭାବେ ବିଡ୍(Bid) କରିଛନ୍ତି। ଓରେକଲ୍ ( Oracel )କର୍ପୋରେସନ୍ ପୂର୍ବରୁ ଏହି ରେସରେ ଥିଲା ଏବଂ ବର୍ତ୍ତମାନ ୱାଲମାର୍ଟ ମଧ୍ୟ ଏହି ରେସର ଯୋଗ ଦେଇଛି। ସୂଚନାଯୋଗ୍ୟ ଟିକଟୋକ ((Tik Tok)) ଗତ କିଛି ଦିନ ହେବ ଅନେକ ବିବାଦରେ ରହିଆସିଥିଲା, ଏହି କାରଣରୁ ଏହା ମଧ୍ୟ କ୍ରମାଗତ ଭାବରେ…

Read More

ଭାରତୀୟ ସେନାରେ ଫେସବୁକ୍ ସହିତ ୮୯ ଟି ଆପ୍ ବ୍ୟାନ

ନୂଆଦିଲ୍ଲୀ : ସୂଚନା ଲିକ୍ ହେବ ଆଶଙ୍କା ରେ ଫେସବୁକ୍, ଟିକ୍ ଟକ୍, ଟ୍ରୁ-କଲର୍ ଏବଂ ଇନଷ୍ଟାଗ୍ରାମ ସମେତ ୮୯ ଟି ଆପ୍ ହଟାଇବାକୁ ଭାରତୀୟ ସେନା ଏହାର କର୍ମଚାରୀମାନଙ୍କୁ କହିଛି। ଭାରତୀୟ ସେନା ସୂତ୍ର ଅନୁଯାୟୀ, ସେନା କର୍ମଚାରୀଙ୍କୁ ନିକଟରେ ଦିଆଯାଇଥିବା ନିର୍ଦ୍ଦେଶରେ ଡେଲି ହଣ୍ଟ ନ୍ୟୁଜ୍ ଆପ୍ ସହିତ ଟିଣ୍ଡର, କୋଚ୍ ସର୍ଫି ଭଳି ଡେଟିଂ ଆପ୍ ଏବଂ ଖେଳଆପ ପବ୍-ଜି ହଟାଇବାକୁ କୁହାଯାଇଛି। ଭାରତ ସରକାର ନିକଟରେ ୫୯ ଟି ଆପ୍ ଉପରେ…

Read More

ଟିକ ଟକ ସହିତ ୫୯ ଚୀନ ଆପ୍ ବ୍ୟାନ

ସୀମାନ୍ତରେ ଚୀନ ସହିତ ଭାରତ ର  ତିକ୍ତତା ଜାରି ରହିଥିବାବେଳେ, ବ୍ୟକ୍ତି  ର ଡାଟା ଓ  ଗୋପନୀୟତା ର ସୁରକ୍ଷା କୁ ନେଇ ସମ୍ପୃକ୍ତ ଚୀନ ଆପ କୁ  ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଟିକ୍ ଟକ୍ ସମେତ ୫୯ ଟି ଚାଇନିଜ୍ ଆପ୍ ଉପରେ ସରକାର ନିଷେଧାଦେଶ ଘୋଷଣା କରିବେ। ସେନ୍ସର ଟାୱାରର ରିପୋର୍ଟ ଅନୁଯାୟୀ,  ଭାରତ ରେ  ସବୁଠାରୁ ବେଶୀ ଥର ଟିକଟକ ଡାଉନଲୋଡ ହୋଇଛି।  ରିପୋର୍ଟରେ ଦର୍ଶାଯାଇଛି ଯେ, ଟିକଟକ…

Read More

ଏହି 52 ଟି ଚାଇନିଜ୍ ଆପ୍ ଭାରତୀୟଙ୍କ ସୁରକ୍ଷା ପ୍ରତି ବିପଦ ହୋଇପାରେ : ସୁରକ୍ଷା ଏଜେନ୍ସି

ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି। ଏହି ସମୟରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକର ସଚେତନ ରହିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ସୁରକ୍ଷା ଏଜେନ୍ସିମାନେ ୫୨  ଟି ଆପ୍ ଚିହ୍ନଟ କରିଛନ୍ତି, ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ଚାଇନା ସହିତ ସଂଯୁକ୍ତ ୫୨  ଟି ମୋବାଇଲ୍ ଆପ୍ଲିକେସନକୁ ରୋକିବା ପାଇଁ ସରକାର ଙ୍କୁ ମତ ଦେଇଛନ୍ତି ।…

Read More