ଜୟଶ୍ରୀଗଣେଶ : ନିର୍ମଳାବାଳା ମିଶ୍ର, ଯାଜପୁର
ଜୟଶ୍ରୀଗଣେଶ ✍️ ନିର୍ମଳାବାଳା ମିଶ୍ର, ଯାଜପୁର ଜୟଶ୍ରୀଗଣେଶ ଗଉରୀ ନନ୍ଦନଜୟ ବିଘ୍ନବିନାଶନ,ଜୟ ଗଣନାଥ ଇନ୍ଦୁର ବାହନଜୟହେ ଗଜବଦନ। ମସ୍ତକେ ସିନ୍ଦୂର ଦିଶେ ଶୋଭାବନକୋଟିସୂର୍ଯ୍ୟ ସମ ଆଭା,ହସ୍ତେ ପାଶ ଆଉ ଅଙ୍କୁଶ ବିରାଜେଅଗ୍ରପୂଜ୍ୟ ଗଣଦେବା । ଜ୍ଞାନୀ ଗୁରୁ ବୋଲି ଦେବତା ବରିଲେସିଦ୍ଧି ବୁଦ୍ଧି ଜ୍ଞାନ ଦାତା,ତ୍ରିଭୁବନେ କେହି ନୁହେଁ ତବସରିହେ ସୁଜ୍ଞାନୀ ସର୍ବଜ୍ଞାତା । ନୃତ୍ୟଗୀତେ ସମ ନୁହନ୍ତି ନାରଦସର୍ବଗୁଣେ ବିଶାରଦ,ହେ ଗିରିଜା ସୁତ ସିନ୍ଦୂର ଶୋଭିତମହାକାୟ ଶୁଭପ୍ରଦ। ଆହେ ବିଘ୍ନହର୍ତ୍ତା ତବକୃପା ବଳେହୁଏ ବିଘ୍ନ ବିନାଶନ,ଜଗତ…
