ଏକ କେଜି ଟମାଟୋର ଦାମ ୫୮୦ ଟଙ୍କା!ଏମିତି ଏକ ସ୍ଥାନ ଭାରତରେ ଅଛି
ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏକ କେଜି ଟମୋଟୋର ଦାମ ଶହେ ନୁହେଁ କି ୨ଶହ ନୁହେଁ ପୁରା ୫୮୦ ଟଙ୍କାରେ କିଣାଯାଇଛି। ଏମିତି ଏକ ଘଟଣା ଘଟିଛି ଛତିଶଗଡର କାଂକେରେ ଅଞ୍ଚଳରେ। ଯେଉଁଠାରେ ୨୦ ଟଙ୍କାରେ ବିକ୍ରି ହେଉ ଥିବା ଟମାଟୋ ସରକାରଙ୍କୁ ୫୮୦ ଟଙ୍କାରେ ବିକ୍ରି କରାଯାଇଥିଲା। ଛତିଶଗଡର କାଂକେରର ଏକ କ୍ୱାରାଣ୍ଟିନ୍ ସେଣ୍ଟରରେ ପନିପରିବା ଏବଂ ଫଳ କ୍ରୟ ନାମରେ ବଡ ସ୍କାମର ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଜିଲ୍ଲା…
