Toy Fair 2021: ଦେଶର ପ୍ରଥମ ଖେଳନା ମେଳା PM Modi ଙ୍କ ଦ୍ଵାରା ଉଦ୍ଘାଟିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଖେଳଣା ମେଳା-୨୦୨୧ (India Toy Fair-2021) ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଆମ ଦେଶର ପ୍ରଥମ ଖେଳନା ମେଳା ଆରମ୍ଭର ଏକ ଅଂଶ ହୋଇଯିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ। ଏହା କେବଳ ଏକ ବ୍ୟବସାୟ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଦେଶର ପୁରାତନ କ୍ରୀଡ଼ା ଏବଂ ଗୌରବ ସଂସ୍କୃତିକୁ ଦୃଢ…
