Home » UAV
LAC_new

LAC: ଭାରତ ଏବଂ ଚୀନ୍ ସୀମାରେ କମିବ ଉତ୍ତେଜନା, ତିନିଟି ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ

ଲଦାଖ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ଚାଲିଥିବା LAC ରେ ଉତ୍ତେଜନାକୁ ଶେଷ କରିବାକୁ ଚୁକ୍ତି କରାଯାଇଛି। ପୂର୍ବ ଲଦାଖ (ladakh)ର ପାଇଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ ଏବଂ ଚୀନ୍ ୩ ଦିନ ପାଇଁ ଦୈନିକ ୩୦% ସୈନ୍ୟ ପ୍ରତ୍ୟାହାର କରିବେ। ତିନି ପର୍ଯ୍ୟାୟରେ ସୈନ୍ୟମାନେ ଫେରିବେ। ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶର ସୈନିକ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିୟୋଜିତ ସ୍ଥାନକୁ ଫେରିବେ।…

Read More
2+2-ministerial-dialogue

2 + 2 Dialogue: UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବାକୁ ପମ୍ପିଓଙ୍କ ପ୍ରତିଶୃତି; BECA ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (Basic Exchange and Cooperation Agreement – BECA) ଆମେରିକା (US) ଏବଂ ଭାରତ (India) ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରପାତି ଏବଂ ଭୌଗୋଳିକ ମାନଚିତ୍ର ବାଣ୍ଟିବା ପାଇଁ ବାଟ ଖୋଲିବ। ଆଜି ଭାରତ ଏବଂ ଆମେରିକା ମଧ୍ୟରେ ତୃତୀୟ ଉଚ୍ଚ ସ୍ତରୀୟ ୨+୨(2 + 2 Dialogue)…

Read More