mtimes odia
Home » Unlock 2.o

କ’ଣ କଟକଣା ଜାରି ରହିଛି ଓ କ’ଣ ହେବ କ‌ୋହଳ ଅନଲକ୍-୨ ରେ …

ଭୁବନେଶ୍ୱର : ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ଆଜି  ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ ୫୦ହଜାର ଗ୍ରାମ ର କରୋନା ମୁକାବିଲା ପାଇଁ ଓଡ଼ିଶାର ଗ୍ରାମ୍ୟ କଲ୍ୟାଣ ସମିତିକୁ ୫୦କୋଟି ଟଙ୍କା ଦିଆଯାଇଛି। ଘରକୁ ଘର ବୁଲି ମନିଟରିଂ କରିବା ସହିତ ଲୋକମାନଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ଆଇସୋଲୋସନ୍ ବ୍ୟବସ୍ଥା ରହିବ‌। କୋଭିଡ କେୟାର ସେଣ୍ଟର…

Read More

ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନଲକ୍ -୨ ନୂତନ ନିର୍ଦ୍ଦେଶାବଳୀ ଜାରି

କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ କାର୍ଯ୍ୟକଳାପ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନଲକ୍ -୨ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି | ନୂତନ ନିର୍ଦ୍ଦେଶାବଳୀ ଜୁଲାଇ ୧ଠାରୁ କାର୍ଯ୍ୟକାରୀ ହେବ। ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ, ରାଜ୍ୟ ଓ  କେନ୍ଦ୍ରାଞ୍ଚଳ ରୁ ପ୍ରାପ୍ତ ମତାମତ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ପରାମର୍ଶ ଉପରେ ଆଧାରିତ ଅଟେ। ଖବର ଅନୁସାରେ,ଅନଲକ୍-୧ ଓ ମେ ୩୦ ରେ…

Read More