2+2 Meeting: ଭାରତ-ଆମେରିକା ଟୁ ପ୍ଲସ୍ ଟୁ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ
ନୂଆଦିଲ୍ଲୀ: ଭାରତ-ଆମେରିକା ଟୁ ପ୍ଲସ୍ ଟୁ ଶିଖର ବୈଠକ (2+2 Meeting) ଆଜି ଅନୁଷ୍ଠିତ ହେବ। ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ସୁଦୃଢ଼ କରିବା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସ୍ଥିରତା ଆଣିବା ଉପରେ ଏଥିରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ (Rajnath Singh) ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ଙ୍କୁ (Mark Esper) ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।…
