Home » video conference
Maan ki Baat

କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP-2020) ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂତନ ଦିଶା ନିର୍ଦ୍ଦେଶ ଦେବାକୁ ଯାଉଛି ଏବଂ ଆମେମାନେ ଏଭଳି ମୁହୂର୍ତ୍ତର ଅଂଶବିଶେଷ ପାଲଟିବାକୁ ଯାଉଛେ ଯାହା ଆମର ଦେଶର ଭବିଷ୍ୟତ ନିର୍ମାଣର ଭିତ୍ତିଭୂମି ସ୍ଥାପନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ…

Read More

ଭାରତ ସଦାବେଳେ ଶାନ୍ତି ଓ ବନ୍ଧୁତା ଚାହେଁ, କିନ୍ତୁ ଆମର ସାର୍ବଭୌମତ୍ୱର ସୁରକ୍ଷା ସର୍ବପ୍ରଥମ : ପ୍ରଧାନମନ୍ତ୍ରୀ

ଆମ ସୀମା ଭିତରେ କେହି ଜଣେ ହେଲେ ନାହାନ୍ତି : ପ୍ରଧାନମନ୍ତ୍ରୀ ଆମ ମାତୃଭୂମି ଆଡ଼କୁ ଚାହିଁବାର ସାହସ କରିଛନ୍ତି ସେମାନଙ୍କୁ ଉଚିତ ଶିକ୍ଷା ଦିଆଯାଇଛି  : ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସର୍ବଦଳୀୟ ବୈଠକରେ ଭାରତ-ଚୀନ ସୀମାନ୍ତ କ୍ଷେତ୍ରର ପରିସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି…

Read More