Home » village
Dpradhan

World Tourism Day: ପ୍ରଧାନ ପର୍ଯ୍ୟଟନ ସହରଗୁଡିକ ପାଇଁ ଶତ ପ୍ରତିଶତ ସ୍ୱଚ୍ଛ ଇନ୍ଧନକୁ ପରିବର୍ତ୍ତନ କରାଯିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବିଶ୍ୱ ପର୍ଯ୍ୟଟନ ଦିବସ (World Tourism Day) ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ (Minister of Petroleum and Natural Gas & Steel) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ପର୍ଯ୍ୟଟନ (Tourism) ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ (Prahlad Singh Patel) ଙ୍କ ସହ “ପର୍ଯ୍ୟଟନ ଏବଂ ଗ୍ରାମୀଣ ବିକାଶ” ( Tourism and rural development) ଥିମ୍ ଉପରେ ଏକ ଭର୍ଚୁଆଲ୍…

Read More

ରାଜ୍ୟର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ଼ ବିଶ୍ୱାସ କରିବା ସହ ଏହାକୁ ଅନୁସରଣ କରି କାମରେ ମଧ୍ୟ ଲଗାଇଛନ୍ତି। “ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି” ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଚାରଧାରାକୁ କାମରେ ଲଗାଇବା ସହ ମହିଳାଙ୍କ ଉନ୍ନତି ତଥା ସଶକ୍ତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳାକୁ…

Read More

ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ପାଇବେ ଆନ୍ତର୍ଜାତିକ ପ୍ରମାଣପତ୍ର

ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍‌ଡିଆରଏଫ୍‌, ଓସ୍‌ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ…

Read More

ଆଜି ଅନୁଗୋଳରୁ ୧୬ଜଣ କରୋନା ପଜିଟିଭ ଚିହ୍ନଟ,ତାଳଚେର ବ୍ଲକ ର ଗୋଟିଏ ଗାଁରୁ ୭ପଜିଟିଭ; ଜିଲ୍ଲାରେ ପଜିଟିଭ ୩ଶହ ପାର

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣ ଆକ୍ରାନ୍ତଙ୍କ  ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ ଜଣ,ପାଳଲହଡା ବ୍ଲକ୍ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଳକ୍ ଅଂଚଳର ବୋଲି ଜଣାପଡିଛି। ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଗୋଟିଏ ଗ୍ରାମର। ସେମାନଂକ ମଧ୍ୟରେ ୩ ଜଣ ମହିଳା ଯାହାଙ୍କ ବୟସ ୮୭, ୬୦…

Read More

ସୋପିଆନ୍ ଏନକାଉଣ୍ଟର: ଚାରି ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

କାଶ୍ମୀର ଉପତ୍ୟକାରେ କ୍ରମାଗତ ଦ୍ୱିତୀୟ ଦିନ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୋପିଆନ୍ ଅସ୍ମିପୋରା ଗ୍ରାମରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ  ନିହତ କରିଛି। ଆତଙ୍କବାଦୀଙ୍କ ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି। ଏହି ଏନକାଉଣ୍ଟର ରେ ପୋଲିସର ମିଳିତ ଟିମ୍, ୬୨ଆରଆର ଏବଂ ସିଆରପିଏଫ ସେନାର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ…

Read More

ପ୍ରଧାନମନ୍ତ୍ରୀ ଙ୍କ ‘ମନ କି ବାତ୍’ ରେ ଅରୁଣାଚଳ ପ୍ରଦେଶର ଏକ ଗାଁ …

ପ୍ରଧାନମନ୍ତ୍ରୀ ଶ୍ରୀ ନେରନ୍ଦ୍ର ମୋଦୀ ଦେଶବାସୀ ଙ୍କୁ ମନ କି ବାତ୍  ରେ ଏକ ପ୍ରେରଣାଦାୟୀ କଥା କହିଛନ୍ତି।  ପ୍ରଧାନମନ୍ତ୍ରୀ କହିଲେ  ଯେ ,ମୋର ପ୍ରିୟ ଦେଶବାସୀଗଣ ପ୍ରତି ମାସରେ ଆମେ ଏଭଳି ଖବର ପଢ଼ୁଛୁଁ ଆଉ ଦେଖୁଛୁଁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି। ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର। ପ୍ରଧାନମନ୍ତ୍ରୀ କହିଲେ,ଅରୁଣାଚଳ…

Read More