ସାନିଟାଇଜ ପାଇଁ ଭିସୁଟ ନିର୍ମାଣ କଲା ଅଲଟ୍ରା ଭାଇଓଲେଟ୍ ଡିଭାଇସ୍
ସମ୍ବଲପୁର:ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିଏସଏସୟୁଟି) ସାନିଟାଇଜ ପାଇଁ ଏକ ରୋବଟ୍ ସହାୟକ ଉପକରଣ ବିକଶିତ କରିଛି, ଯାହା ଯୋଗାଯୋଗହୀନ ଉପକରଣ-ଅଲ୍ଟ୍ରାଭାୟୋଲେଟ୍ ରୋବଟ୍-ସହାୟକ ସାନିଟାଇଜର (ୟୁଭିଆରଏଏସ) କରୋନା ଭୂତାଣୁ ବ୍ୟାପିବା ରୋକିବାରେ ଏହା ଏକ ସହାୟକ ଉପକରଣ ହୋଇପାରେ ବୋଲି କୁହାଯାଉଛି। ଏହାକୁ ବୁର୍ଲାରେ ଅବସ୍ଥିତ ଭିସୁଟ ର ରୋବୋଟିକ୍ସ କ୍ଲବ ଦ୍ୱାରା ନିର୍ମାଣ କରାଯାଇଛି। ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ବିଭାଗର ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ଵାଇଁ କହିଛନ୍ତି ଯେ ସ୍ୱଚ୍ଛତା ବଜାୟ ରଖିବାରେ ଏହି…
