Home » WEB PAGE

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ,ଦିନ ୧୨ ସୁଦ୍ଧା

ସିବିଏସଇ ବୋର୍ଡ ଦଶମ ଫଳାଫଳ ୨୦୨୦  ଆଜି ଘୋଷଣା କରାଯିବ।  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶ ଏକ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ର ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସିବିଏସ୍ଇ ଅନୁଯାୟୀ, ବର୍ତ୍ତମାନ ଫଳାଫଳ ଦ୍ୱିପ୍ରହର ପୂର୍ବରୁ ଘୋଷଣା କରାଯାଇପାରେ। ଫଳାଫଳ କୁ ଜାଣିବା ପାଇଁ ଛାତ୍ରଛାତ୍ରୀ cbseresults.nic.in କିମ୍ବା  cbse.nic.inକୁ ଯାଇ ଦେଖିପାରିବେ। ଏଥର ସିବିଏସ୍ଇ ଡିଜିଟାଲ ଲକର୍ ଆପ ମାଧ୍ୟମରେ ମାର୍କସିଟ୍, ସ୍ଥାନାନ୍ତରଣ…

Read More