Today Horoscope: ଜାଣନ୍ତୁ ଆଜିର ରାଶିଫଳ
ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ଦେହ ଟିକେ ଅସୁସ୍ଥ ହୋଇପାରେ। ବ୍ୟବସାୟରେ ପରିସ୍ଥିତି ପ୍ରାୟ ଠିକଠାକ ଅଛି। ଶାରୀରିକ ଅବସ୍ଥା ଖରାପ ହେବା ମନକୁ ପ୍ରଭାବିତ କରିଥାଏ। ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ଆଜି ନକାରାତ୍ମକ ଶକ୍ତିର ଯୋଗାଯୋଗ ହେବ। ଅଜଣା ଲୋକ ହଠାତ ଆପଣଙ୍କୁ ହଇରାଣ…
