ଆସନ୍ତାକାଲି ଠାରୁ WhatsApp ଫିଚର୍ସ ସେବା ବନ୍ଦ! ଆପ୍ ଚାହୁଁଛି share କରିବ ଆପଣଙ୍କ ତଥ୍ୟ
ମୁମ୍ବାଇ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ (WhatsApp) ଆସନ୍ତାକାଲି ଠାରୁ ଅର୍ଥାତ ମେ ୧୫ ଠାରୁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଗୋପନୀୟତା ନୀତି (New Privacy Policy) କୁ ସ୍ଥଗିତ ରଖିଛି। ଏହାର ଅର୍ଥ କୌଣସି ଉପଭୋକ୍ତାଙ୍କର ଆକାଉଣ୍ଟ ଆଉ ଡିଲିଟ ହେବ ନାହିଁ। କିନ୍ତୁ କମ୍ପାନୀ ଏହା ମଧ୍ୟ କହିଛି ଯେ ଯଦି କେହି ଗୋପନୀୟତା ନୀତି ଗ୍ରହଣ କରନ୍ତି ନାହିଁ, ତେବେ ଧୀରେ ଧୀରେ ସେହି ହ୍ଵାଟସ୍ ଆପ୍ ବ୍ୟବହାରକାରୀଙ୍କ କାର୍ଯ୍ୟକାରିତା…
