Home » white tiger

ଆଜି ବିଶ୍ଵ ବ୍ୟାଘ୍ର ଦିବସ; ଭାରତରେ ଅଛନ୍ତି ପୃଥିବୀର ୭୦ ପ୍ରତିଶତ ବାଘ

ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ଵ ନେଉଛି ଭାରତ: ଶ୍ରୀ ପ୍ରକାଶ ଜାଭଡ଼େକର ନୂଆଦିଲ୍ଲୀ: ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହାର ବଂଶ ବୃଦ୍ଧି ବନାଞ୍ଚଳ ଭାରସାମ୍ୟ ରକ୍ଷାରେ  ସହାୟକ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବିଶ୍ଵ ବ୍ୟାଘ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ବ୍ୟାଘ୍ର ଗଣନାର ବିସ୍ତୃତ ରିପୋର୍ଟ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ, ଭାରତରେ ବାଘ ଓ ଅନ୍ୟାନ୍ୟ ହିଂସ୍ର ଜନ୍ତୁ ଆମର…

Read More