Home » WHO

World No Tobacco Day: ସାବଧାନ! ଭାରତରେ ତମାଖୁ ସେବନ ଦ୍ୱାରା ଦୈନିକ ୩୫୦୦ ମୃତ୍ୟୁ ଘଟୁଛି: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି, ୩୧ମଇ ରେ, ବିଶ୍ୱ ତମାଖୁ ବର୍ଜନ ଦିବସ (World No Tobacco Day) ପାଳନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Dr. Harsh Vardhan) ତମାଖୁ ଏବଂ ଧୂମପାନର ବିପଦ ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ ଭାରତରେ ତମାଖୁ ଏବଂ ଧୂମପାନ ଯୋଗୁଁ ଦୈନିକ ୩ ହଜାର ୫୦୦  ଲୋକ ମୃତ୍ୟୁ ବରଣ କରୁଛନ୍ତି। ବର୍ଷ ବିଷୟରେ କହିବାକୁ ଗଲେ, ପ୍ରତିବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ…

Read More
5g corona

5G ପରୀକ୍ଷଣ ହେତୁ ଦେଶରେ କରୋନା ବଢୁଛି କି? WHO ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ଭାଇରସ୍ (Corona Virus) ବିଷୟରେ ସୋସିଆଲ ମିଡିଆ (Social Media) ରେ ଦାବି କରାଯାଉଛି ଯେ ମହାମାରୀ 5G ଟେକ୍ନୋଲୋଜିର ପରୀକ୍ଷଣର ଫଳାଫଳ ବ୍ୟତୀତ ଆଉ କିଛି ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରତିଦିନ କିଛି ପୋଷ୍ଟ କରାଯାଉଛି।  WhatsApp ରେ ଏହି ବାର୍ତ୍ତା ଭାଇରାଲ ହେବା ପରେ ଲୋକମାନେ ପରସ୍ପରକୁ ପ୍ରଶ୍ନ ପଚାରୁଛନ୍ତି କି 5G କାରଣରୁ କରୋନା ଦେଶରେ ହଇଚଇ ସୃଷ୍ଟି କରୁଛି କି? ଏହି ପ୍ରଶ୍ନର ଉତ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

Read More
nationwide lockdown due to the coronavirus disease (COVID-19) in Paris

France Coronavirus: ଫ୍ରାନ୍ସରେ ଦିନକୁ ୫୩ ହଜାରରୁ ଉର୍ଦ୍ଧ୍ଵ ନୂଆ କରୋନା ସଂକ୍ରମିତ ହେଉଛନ୍ତି ଚିହ୍ନଟ, WHO ର ଚେତାବନୀ

ଫ୍ରାନ୍ସ (France) ରେ ଲକଡାଉନ୍ ର ପ୍ରଭାବ ଦିଶୁନାହିଁ। ଦ୍ୱିତୀୟ ଲକଡାଉନ୍ (Second Lockdown) ଲାଗୁ ହେବାର ପ୍ରାୟ ଏକ ସପ୍ତାହ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ସଂକ୍ରମଣ ହାରରେ କୋଣସି ହ୍ରାସ ହୋଇନାହିଁ। ସୋମବାର ଦିନ ୫୨ ହଜାର ୫୧୮ ମାମଲା ହୋଇଥିଲା। ଏହି ସମୟରେ ଏକ ହଜାର ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ, ଲକଡାଉନ୍ ସତ୍ତ୍ଵେ ମାମଲା ବଢିବା ପରେ ଇମାନୁଏଲ୍ ମାକ୍ରୋନ (Emmanuel Macron) ସରକାର ଚାପରେ ଅଛନ୍ତି। ଲୋକମାନେ…

Read More

ଦୁନିଆରେ କରୋନାର ହାହାକାର,କରୋନା ସଂକ୍ରମିତ ରୋଗୀ ପ୍ରତି ୧୫ ସେକେଣ୍ଡରେ ଜଣେ ମୃତ

ୱାଶିଂଟନ୍:ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱକୁ କବଳିତ କରିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରତି ୧୫ସେକେଣ୍ଡରେ ଏକ କରୋନା ସଂକ୍ରମିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହି କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ସାତ ଲକ୍ଷ ଅତିକ୍ରମ କରିଛି। ଆମେରିକା, ବ୍ରାଜିଲ, ଭାରତ ଏବଂ ମେକ୍ସିକୋ ସମେତ ଅନେକ ଦେଶରେ ଏହି ମହାମାରୀର  ତାଣ୍ଡବ ଜାରି ରହିଛି।ସମଗ୍ର ବିଶ୍ଵରେ ପ୍ରତି ୨୪ ଘଣ୍ଟାରେ ପ୍ରାୟ ୫ ହଜାର ୯୦୦ କରୋନା ଭୂତାଣୁ ଦ୍ଵାରା ପୀଡିତ…

Read More

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ହାର ୬୭.୧୯ %

ନୂଆଦିଲ୍ଲୀ : ଗତ ୨୪ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ୫୧ ହଜାର ୭୦୬ ଜଣ ରୋଗୀ ସୁସ୍ଥ ହେବାରୁ ସୁସ୍ଥତା ହାର ଏପର୍ଯ୍ୟନ୍ତର ସର୍ବାଧିକ ୬୭.୧୯ ପ୍ରତିଶତରେ ପହଞ୍ଚିଛି। ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି।  ଏପର୍ଯ୍ୟନ୍ତ ୧୨ଲକ୍ଷ ୮୨ ହଜାର ୨୧୫ ଜଣ ସୁସ୍ଥ ହୋଇଛନ୍ତି ଯାହାକି ସକ୍ରିୟ ମାମଲାଠାରୁ ଦୁଇଗୁଣରୁ ମଧ୍ୟ ଅଧିକ। ରୋଗୀମାନଙ୍କ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ପଦ୍ଧତିକୁ…

Read More

୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ହାର ୧୦%ରୁ କମ

ନୂଆଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬ ଲକ୍ଷ ୬୧ ହଜାର ୮୯୨ଟି କୋଭିଡ-୧୯ ନମୁନା ପରୀକ୍ଷା ହୋଇଥିଲା। ଏହାକୁ ମିଶାଇ ସମୁଦାୟ ୨ କୋଟି ୮ ଲକ୍ଷ ୬୪ ହଜାର ୭୫୦ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି ଏବଂ ନିୟୁତ ପିଛା ନମୁନା ପରୀକ୍ଷଣ ୧୫ ହଜାର ୧୧୯ କୁ ପହଞ୍ଚିଛି। କୋଭିଡ-୧୯ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ ଏବଂ ଏକାନ୍ତବାସର ଲକ୍ଷ୍ୟ ନେଇ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ପ୍ରୟାସର ଫଳସ୍ଵରୂପ…

Read More
who

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଚେତାବନୀ କରୋନା ର କୌଣସି ଚିକିତ୍ସା ନାହିଁ, ଭାରତକୁ ପ୍ରସ୍ତୁତ ହେବାକୁ ପଡ଼ିବ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପୁଣି ଥରେ କରୋନା ସଂକ୍ରମଣ ବିଷୟରେ ଚେତାବନୀ ଦେଇଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେସିସ୍ (Dr Tedros Adhanom Ghebreyesus) କହିଛନ୍ତି ଯେ ବର୍ତ୍ତମାନ ଅନେକ ଟିକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି ଏବଂ ଆମେ ଆଶା କରୁଛୁ ଯେ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅନେକ ଟିକା ପ୍ରସ୍ତୁତ କରାଯିବ। ସେ କହିଲେଯେ ବର୍ତ୍ତମାନ ସମୟରେ କରୋନା ପାଇଁ…

Read More

ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ,ଆଜି ଚିହ୍ନଟ ହେଲେ୧୬୦୨ କରୋନା ପଜିଟିଭ,

ଭୁବନେଶ୍ଵର : ରାଜ୍ୟରେ ଆଜି ୧୬୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୯୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୦୯ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୦୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୨୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ…

Read More

ଗତ ୨୪ ଘଣ୍ଟାରେ ୩୫ ହଜାର କରୋନା ସଂକ୍ରମିତ ସୁସ୍ଥ , ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍‌ ରହିଛି। ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର…

Read More

ଯଦି କରୋନା ଟୀକା ପ୍ରସ୍ତୁତ ହୁଏ ; ପ୍ରଥମେ କିଏ ପାଇବ? କିପରି ପାଇବ,ପ୍ରଥମ ଅଧିକାର କାହାର ହେବ ?

ବିଶ୍ଵରେ ବର୍ତ୍ତମାନ କରୋନା ଟିକାର ମାନବ ପରୀକ୍ଷଣ ଚାଲିଛି। ଟୀକା ପ୍ରସ୍ତୁତି ପରେ ଏହା କିପରି କାହାକୁ ମିଳିବ ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟ ବିକଳ୍ପ ଖୋଜୁଛନ୍ତି ଯାହା ମାଧ୍ୟମରେ ସମସ୍ତ ଦେଶକୁ ଏକ ପେଟେଣ୍ଟ ଲାଇସେନ୍ସ ବ୍ୟାଙ୍କ ସୃଷ୍ଟି କରି ଏକ ଟିକା ଦିଆଯାଇପାରିବ। ଯଦିଓ ସେପରି କୌଣସି ଡ୍ରାଫ୍ଟ ଏପର୍ଯ୍ୟନ୍ତ ସହମତ ହୋଇନାହିଁ, କିନ୍ତୁ ଏହା ସବୁଠାରୁ ବଡ ଆହ୍ଵାନ ହୋଇପାରେ। ଦକ୍ଷିଣ-ପୂର୍ବ…

Read More

୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ଅନ୍ୟୁନ ୧୪୦ ନମୁନା ପରୀକ୍ଷା ଆବଶ୍ୟକ : ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

୨୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିନକୁ ୧୦ଲକ୍ଷରେ ୧୪୦ କିମ୍ବା ତା’ଠାରୁ ଅଧିକ ପରୀକ୍ଷଣ କରୁଛନ୍ତି : ଭାରତ କୋଭିଡ-୧୯ ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ମାନକ ଓ ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ମାର୍ଗଦର୍ଶିକା ଜାରି କରି ଅଧିକ ସଂକ୍ରମଣ ଥିବା ସ୍ଥାନଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଛି । ବିସ୍ତୃତ ପର୍ଯ୍ୟବେକ୍ଷଣ ଏବଂ ସନ୍ଦେହ ଘେରରେ ଥିବା ମାମଲାଗୁଡିକର ନମୁନା ପରୀକ୍ଷଣ ପରିପ୍ରେକ୍ଷୀରେ ‘ହୁ’ (WHO)୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ…

Read More