ଚୀନର ଧମକ! ଆମକୁ ଆଖି ଦେଖାଇଲେ ଏହାର ପରିଣାମ ଭୋଗିବ
ବେଜିଂ: ସମଗ୍ର ବିଶ୍ୱର ଟାର୍ଗେଟରେ ଅଛି ଚୀନ୍ (China)। କରୋନା ଭୂତାଣୁ (Coronavirus) ଉତ୍ପତ୍ତିକୁ ନେଇ ସବୁ ଦେଶ ଚୀନ ଆଡକୁ ଅଙ୍ଗୁଳି ଦେଖାଇବା ପରେ ଏବେ ଚୀନ ତାର ପୁରୁଣା ରଙ୍ଗକୁ ଫେରିଛି। ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ଙ୍କ ମନୋଭାବ ଆଦୌ ହ୍ରାସ ପାଇନାହିଁ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (Chinese Communist Party-CCP) ର ଶହେ ବର୍ଷ ପୂରଣ ହେବା ଅବସରେ ବେଜିଂରେ ଆୟୋଜିତ ଏକ ବିଶାଳ ସମାରୋହରେ ଜିନପିଙ୍ଗ ତାଇୱାନ ଏବଂ…
