Home » yoga day
yoga

International Yoga Day: କରୋନା କାଳରେ ଯୋଗ ଏକ ଆଶାର କିରଣ: PM Modi

ନୂଆଦିଲ୍ଲୀ: ଆଜି ହେଉଛି ସପ୍ତମ ବିଶ୍ଵ ଯୋଗ ଦିବସ (International Yoga Day)। କରୋନା ଭୂତାଣୁ  (Coronavirus) ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱ ଆଜି ଯୋଗ ଦିବସ ପାଳନ କରୁଛି। ଯୋଗ ଦିବସ ପାଇଁ ଏହି ବର୍ଷର ବିଷୟବସ୍ତୁ ହେଉଛି ‘ଯୋଗ ପାଇଁ ସୁସ୍ଥତା'(Yoga For Well-Being) ଯାହା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ କୋଣରେ ଯୋଗ ଅଭ୍ୟାସ କରାଯାଉଛି।…

Read More
dharmendra Pradhan

ଓଡ଼ିଶାରେ ୬ଟି ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ଓଡିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ୬ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡ଼ିକାଲ୍ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ୍ କଲେଜ୍ ନିର୍ମାଣ କରିବାର କାମ ଆରମ୍ଭ କରିଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି…

Read More
yoga

ଯୋଗ କଣ ମନୁଷ୍ୟ କୁ ସଫଳତା ଦିଏ ?

ଶାସ୍ତ୍ର ରେ ଯୋଗ ବିଷୟରେ ଯାହା କୁହାଯାଇଛି ତାହା କେବଳ ଆତ୍ମା ସହିତ ଆତ୍ମା ର ମିଳନ ବା ଆତ୍ମା ସହିତ ପରମାତ୍ମା କାନ୍ତ ମିଳନ ବିଷୟରେ ହିଁ କୁହାଯାଇଛି। ଦେଖିବାକୁ ଗଲେ ଯୋଗ ର ଅନ୍ୟ ନାମ ଜାଗରଣ। ଏହିଥିରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଯୋଗ ବା ମିଳନ ଦ୍ଵାରା ମଣିଷ ନିଶ୍ଚିତ ର ଉପକୃତ ହୁଏ। ଶାସ୍ତ୍ରରେ ଯୋଗ ବିଷୟରେ ଯାହା କୁହାଯାଇଛି ତାହା ଆତ୍ମା ସହିତ ଆତ୍ମାର ମିଳନ ବା ଆତ୍ମା…

Read More