ନୂଆ କୋଭିଡ୍ ଭାରିଆଣ୍ଟ PJ.2.1କୁ ନେଇ ଚର୍ଚ୍ଚା, ଜାଣନ୍ତୁ ଲକ୍ଷଣ ଓ ସତର୍କତା
କାନାଡାରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍ ଭାରିଆଣ୍ଟ PJ.2.1 ଏବେ ଅନେକ ଦେଶରେ ଚିହ୍ନଟ ହୋଇଛି। ଏହାର ଲକ୍ଷଣ ସାଧାରଣ ଥଣ୍ଡା, ଜ୍ୱର ଓ ଫ୍ଲୁ ସହ ମିଶିଯାଉଥିବାରୁ କେବଳ ଲକ୍ଷଣ ଦେଖି ସଂକ୍ରମଣ ଚିହ୍ନିବା କଷ୍ଟକର।