mtimes odia
Home » କୋଟିଆ ବିବାଦ
କୋରାପୁଟର କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୁଲିସ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି

Kotia Odisha Andhra Border Tension: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ, ସୀମା ବିବାଦକୁ ନେଇ ଉତ୍ତେଜନା

କୋଟିଆରେ ଆନ୍ଧ୍ରପ୍ରଦେଶ ଟିମ୍‌ର ସୋଲାର ସାମଗ୍ରୀ ବଣ୍ଟନକୁ ନେଇ ବିବାଦ ତୀବ୍ର ହୋଇଛି। ଓଡ଼ିଶା ପୁଲିସ ଗାଡ଼ି ଅଟକାଇବା ପରେ ଆନ୍ଧ୍ର ପୁଲିସ ପହଞ୍ଚିବାରୁ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

Read More