Madhu Babu Pension Yojana Portal: ମୁଖ୍ୟମନ୍ତ୍ରୀ ଲଞ୍ଚ୍ କଲେ UPMP ପୋର୍ଟାଲ୍, ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ସାମିଲ
ଭତ୍ତା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାର ସମସ୍ୟା ଦୂର କରିବାକୁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ। ବାଲେଶ୍ୱରରେ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ର ଶୁଭାରମ୍ଭ ସହ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି।
