Home » Breaking News » Page 100
kishan rail

କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ; ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ

ଦକ୍ଷିଣ ଭାରତର ପ୍ରଥମ କିଷାନ ରେଲ (Kishan Rail) ସେପ୍ଟେମ୍ବର ୯ ରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର (Anantpur) ଠାରୁ ନୂଆଦିଲ୍ଲୀର ଆଦର୍ଶନଗର ଅଭିମୁଖେ ଯାତ୍ରା କରିଛି। ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଭିଡିଓ ଲିଙ୍କ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନମୋହନ ରେଡ୍ଡୀ ମିଳିତଭାବେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଉଦ୍‌ବୋଧନ ଦେଇ ଶ୍ରୀ ତୋମର କହିଛନ୍ତି ଯେ, ଏହି କିଷାନ…

Read More
Union minister D pradhan

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (PSU) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ଟି ସିଏନଜି (CNG) ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି…

Read More
PM-Modi

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ;ଇ-ଗୋପାଳ ଆପ୍‌ ଲଞ୍ଚ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍ (e-Gopala) ର ଶୁଭାରମ୍ଭହୋଇଛି। ଏହି ଆପ୍‌ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା (Pradhan Mantri Matsya Sampada Yojana-PMMSY) ଦେଶର ମତ୍ସ୍ୟ ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ସାଧନ ପାଇଁ ଉଦ୍ଦିଷ୍ଟ…

Read More
rafale ambla

ରାଫେଲ ଭାରତୀୟ ବାୟୁସେନାରେ ସାମିଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଡୋଶୀକୁ ଦେଲେ ଚେତାବନୀ

ଆମ୍ବାଲା: ଗୁରୁବାର ଦିନ ଭାରତୀୟ ବାୟୁସେନାରେ ଫ୍ରାନ୍ସ ନିର୍ମିତ ପାଞ୍ଚଟି ରାଫେଲ (Rafale) ଯୁଦ୍ଧ ବିମାନ ଆନୁଷ୍ଠାନିକ ଭାବେ ଯୋଗ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh)ଙ୍କ ସହ ଅମ୍ବାଲା ଏୟାର ବେସରେ ରାଫେଲ ଇନଡକ୍ସନ୍ ସମାରୋହରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ (Florence Parly) ମଧ୍ୟ ଉପସ୍ଥିତହୋଇଛନ୍ତି। ପ୍ରଥମେ ସର୍ବଧର୍ମ ପୂଜା କରାଯାଇଛି। ପରେ ତେଜସ୍ (Tejas), ବାୟୁସେନାର ସୁଖୋଇ (Sukhoi) ସମେତ ଅନେକ ବିମାନ ଏୟାର ସୋରେ ଭାଗ ନେଇଥିଲେ।…

Read More
kangana office

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

ମୁମ୍ବାଇ: ବୃହନ୍‌ମୁମ୍ବଇ ମହାନଗର ନିଗମ (BMC) ବୁଲ୍‌ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…

Read More
Rafael

ଆଜି ଭାରତୀୟ ବାୟୁ ସେନାରେ ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ Rafale

ନୂଆଦିଲ୍ଲୀ: ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ସେପ୍ଟେମ୍ବର ୧୦ ଗୁରୁବାର ଦିନ ସମାରୋହପୂର୍ବକ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ (Rafale) କୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”(Golden Arrows) ର ଅଂଶ ଭାବେ ସାମିଲ ହେବ। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଫେଲ ବିମାନ  ଜୁଲାଇ ୨୭ତାରିଖ ଦିନ ଫ୍ରାନ୍ସରୁ ଆସି ଅମ୍ବାଲାସ୍ଥିତ ବାୟୁସେନା ଘାଟିଠାରେ ପହଞ୍ଚିଥିଲା। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ…

Read More
Odisha-ga

ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର(ମହିମା ଲାଇଭ): ବୁଧବାର ରାଜ୍ୟ ସରକାର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି କରିଛନ୍ତି। ଜିଲ୍ଲାଗୁଡିକ ହେଲେ ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିର। ଏଥିସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମଧ୍ୟ କରିଛନ୍ତି। ସାଧାରଣ ପ୍ରଶାସନ(General Administration) ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ଫଚାୟତିରାଜ ବିଭାଗ…

Read More
modi pm

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

ନୂଆଦିଲ୍ଲୀ: ଏଲଏସି (LAC)ରେ ଭାରତ ସହ ଚୀନ (China)ର ଉତ୍ତେଜନା ପରିସ୍ଥିତି ପରେ ଭାରତ ଚୀନ୍ ଉପରେ ଅନେକ କଠୋର ନିଷ୍ପତ୍ତି ନେଉଛି। ମୋବାଇଲ୍ ଆପ୍ (App) ଉପରେ ନିଷେଧାଦେଶ, ନିବେଶକୁ ସୀମିତ ରଖିବା ପାଇଁ ନିୟମ ପରିବର୍ତ୍ତନ, ସମସ୍ତ ସାମଗ୍ରୀ ଉପରେ ଶୁଳ୍କ (Tax )ବୃଦ୍ଧି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଉଛି।  ଧୀରେ ଧୀରେ ଏହାର ପ୍ରଭାବ ମଧ୍ୟପଡ଼ିଲାଣି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଚାଇନାର ଆମଦାନୀ ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ…

Read More
Samsung Galaxy M51 lunch price

ଲଞ୍ଚ ହେଉଛି Samsung Galaxy M51; ଭାରତର ପ୍ରଥମ ୭୦୦୦ mAh ବ୍ୟାଟେରୀ ଫୋନ

ସାମସଙ୍ଗ ଗତ ବର୍ଷ ୬୦୦୦ mAh ବ୍ୟାଟେରୀ ସହିତ ବିଶ୍ଵର ପ୍ରଥମ ମୁଖ୍ୟ ସ୍ରୋତ Galaxy M30s ର ଶୁଭାରମ୍ଭ ସହିତ ସ୍ମାର୍ଟଫୋନ୍ ଯୁଗକୁ  ପରିବର୍ତ୍ତନ କରିଥିଲା। ବର୍ତ୍ତମାନ ପୁଣି ଥରେ ସାମସଙ୍ଗ ଗାଲାକ୍ସି M51 (Samsung Galaxy M51) ସହିତ ଅଣୁଛି ୭୦୦୦ mAh ବ୍ୟାଟେରୀ ସହିତ ଦୁନିଆର ପ୍ରଥମ ସ୍ମାର୍ଟଫୋନ୍। ଏହି ନୂତନ ସାମସଙ୍ଗ ସ୍ମାର୍ଟଫୋନ୍ ଆପଣଙ୍କୁ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ଦେବ ଯଦି ଆପଣ ଚାର୍ଜ ସରିଯିବା ପାଇଁ ଚିନ୍ତିତ। କିନ୍ତୁ ବ୍ୟାଟେରୀ…

Read More
trump

ନୋବେଲ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ନୋମିନେଟ

ଓସଲୋ: ଇସ୍ରାଏଲ (Israel) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରିଥିବାରୁ ନରୱେର ଜଣେ ସାଂସଦ ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କୁ ୨୦୨୧ ମସିହାରେ ନୋବେଲ ଶାନ୍ତି (Nobel Peace Prize) ପୁରସ୍କାର ପାଇଁ ନୋମିନେଟ କରିଛନ୍ତି। ନରୱେ ସଂସଦର ନିୟମ ପ୍ରଣୟନକାରୀ ଖ୍ରୀଷ୍ଟିଆନ ତାଇବ୍ରିଙ୍ଗ (Christian Tybring) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ୟୁଏଇ-ଇସ୍ରାଏଲ ମଧ୍ୟରେ ଶାନ୍ତି ସମାଧାନ…

Read More
dharmendra-pradhan _solar

ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ ଭାରତରେ ଆୟୋଜିତ କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ଯ୍ୟକ୍ରମରେ ସାମିଲ ନୂଆଦିଲ୍ଲ : ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫୁଏଲ ଷ୍ଟେସନକୁ ସୌରଚାଳିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଆନ୍ତର୍ଜାତିକ ସୌର ଆଲିଆନ୍ସ (ISA) ପକ୍ଷରୁ ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର…

Read More