Home » ଓଡ଼ିଶା » ଢେଙ୍କାନାଳ
Devotees and saints arriving at Mahima Gadi in Joranda ahead of the annual Magha Mela festival

Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

Joranda Magha Mela : ଓଡ଼ିଶାର ଆଧ୍ୟାତ୍ମିକ ପରିଚୟ ସହିତ ମହିମା ଧର୍ମର ଏକ ନିବିଡ଼ ସମ୍ପର୍କ ରହିଛି। ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାସ୍ଥିତ ମହିମା ଧର୍ମର ମୁଖ୍ୟପୀଠଠାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ମାଘମେଳା

Read More
hindol _ forest range-helpline number

Hindol: ହିନ୍ଦୋଳରେ ହାତୀ ଆତଙ୍କ, ବନ ବିଭାଗ ଜାରିକଲା ହେଲ୍ପଲାଇନ୍‍ ନମ୍ବର

ହିନ୍ଦୋଳ: Hindol forest Helpline Number ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ (Hindol forest Helpline) ରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ମଣିଷ-ହାତୀ (Men-Elephants) ସଂଘର୍ଷ ମଧ୍ୟ ଜାରି ରହିଛି। ଦିନ ହେଉ କି ରାତି ଘରୁ ବାହାରିବାକୁ ବାହାରିବାକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି ହିନ୍ଦୋଳବାସୀ। ସନ୍ଧ୍ୟା ଆସୁଆସୁ ରାସ୍ତାଘାଟ ଜନଶୂନ୍ୟ ହେବା ସହିତ ଗାଁ’ମାନଙ୍କରେ ଲୋକେ ତାଟିକବାଟ ପକାଇ ରହୁଛନ୍ତି। ବନବିଭାଗ ସୂଚନା ଅନୁଯାୟୀ ୭୧ଟି ହାତୀ ଗୋଟିଏ…

Read More
NH-55

NH-55 ର ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ଶେଷ: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: NH-55 Road: ଢେଙ୍କାନାଳ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା, କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର (Cuttack-Sambalpur NH-55) ନିର୍ମାଣ କାର୍ଯ୍ୟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ କଟକ–ଢେଙ୍କାନାଳ–ଅନୁଗୁଳ ଜାତୀୟ ରାଜପଥ (Cuttack-Dhenkanal-Angul NH-55) ର ନିର୍ମାଣ କାର୍ଯ୍ୟ ଖୁବ୍‍ଶୀଘ୍ର ଶେଷ ହେବ। ସୂଚନାଯୋଗ୍ୟ ଗତକାଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ ମିନି ଷ୍ଟାଡ଼ିୟମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପ୍ରୟାସ” ପକ୍ଷରୁ ଆୟୋଜିତ…

Read More
kamkhyanagar_accident

Road Accident: ୫୩ନଂ ଜାତୀୟ ରାଜପଥରେ କୋଇଲା ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା; ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ: Kamakyanagar Truck- Auto Accident: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାମାକ୍ଷାନଗର ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତ୍ତକଙ୍କ ନିକଟ ସମ୍ପର୍କୀୟକଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ଜିଲ୍ଲା ରେଡକ୍ରସ୍‍ ପାଣ୍ଠିରୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଆଜି…

Read More
Weather Report of Odisha

Odisha Weather Report: ଆସନ୍ତା ୨୬ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: Odisha Weather Report ଆଜି ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ବ୍ୟାପ୍ତି ବାୟୁମଣ୍ଡଳର ୫. ୮କିଲୋମିଟର ଉଚ୍ଚତା ଯାଏଁ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି। ଆଜିଠାରୁଆସନ୍ତା ୨୬ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାହୋଇପାରେ। ଅପରପକ୍ଷରେ ପାଣିପ।ଗ ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା…

Read More
floods_odisha

Odisha Weather Report: ପ୍ରବଳ ବର୍ଷା ନେଇ ୪ଜିଲ୍ଲାରେ ରେଡ୍‍ ୱାର୍ଣ୍ଣିଂ ଜାରି; ରାଜ୍ୟରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ଵର: Odisha floods Report ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ୍‍ରେ ୭ଟି ଗେଟ୍‍ ଦେଇ ୧ ଲକ୍ଷ ୫ ହଜାର କ୍ୟୁସେକ୍‍ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବାର ଆଶଙ୍କା ଦେଖାଦେଇଛି। ବନ୍ୟା ସମ୍ଭାବନା କମ୍‍ ଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ କୁହାଯାଇଛି। ସେପଟେ ବୁଢ଼ାବଳଙ୍ଗରେ…

Read More
odisha_weather_today

Odisha Weather Report: ରାଜ୍ୟରେ ଲଘୁଚାପ ବର୍ଷା ଜାରି, ୧୯ ଏବଂ ୨୦ରେ ପ୍ରବଳ ବର୍ଷା

ଭୁବନେଶ୍ଵର: Odisha weather Latest Report ଓଡ଼ିଶାରେ ଲଘୁଚାପ ପ୍ରଭାବରେ ସମସ୍ତ ଜିଲାଗୁଡିକରେ ତୁହା କୁ ତୁହା ବର୍ଷା ଲାଗିରହିଛି। ବଙ୍ଗୋପସାଗରରେ ଗତକାଲି ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ଏହା ଆହୁରି ଅଧିକ ଶକ୍ତିଶାଳୀ ହେବ ଏବଂ ଏହାର ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ସହ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ…

Read More
dharmendra_pradhan_dhenkanal

Tiranga Yatra: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳରୁ ତିରଙ୍ଗା ଯାତ୍ରା ଆରମ୍ଭ

ଢେଙ୍କାନାଳ: Minister of Education minister Dharmendra Pradhan Visits Dhenkanal ଢେଙ୍କାନାଳ ଜିଲ୍ଲା ଭୁବନ (Bhuban) ଠାରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ପଦଯାତ୍ରା (Tiranga Yatra) ର ଶୁଭାରମ୍ଭ କରିଛନ୍ତି। ଦେଶପ୍ରେମ ଓ ତ୍ୟାଗର ପ୍ରତୀକ ସ୍ୱରୂ ତ୍ରିରଙ୍ଗା ପଦଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜନସାଧାରଣଙ୍କ ସହ ଭୁବନର ପାଲାମଣ୍ଡପଠାରୁ ପଦଯାତ୍ରା ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମୀ ବାଜି…

Read More
elephant attack

Elephant kills man Hindol: ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ: Elephant kills Man in Hindol ହିନ୍ଦୋଳ ଅଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଜଣେ ପୁରୁଷ ଲୋକଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତିମିଲି ପଞ୍ଚାୟତର କୁମୁରିସିଂହା (Kumurisingha) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁମୁରିସିଂହା ଗ୍ରାମର ସ୍ଵର୍ଗତ କପିଳ ନାଏକଙ୍କ ସାନ ପୁଅ ବୈଷ୍ଣବ ନାଏକ (୫୫)। ଏହି ଘଟଣା ଘଟିଛି କୁମୁରିସିଂହା-ଦୁଦୁରକୋଟ ରାସ୍ତାରେ। ସୂଚନା ଅନୁସାରେ, କୁମୁରିସିଂହା ଗ୍ରାମର ବୈଷ୍ଣବ…

Read More
dharmendra_pradhan

Dhenkanal ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ଢ଼େଙ୍କାନାଳ (Dhenkanal) ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଛନ୍ତି। ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ…

Read More
odisha_weather-mahimalivenews

Odisha Weather Report: ଆସନ୍ତା ୫ଦିନ କାଳବୈଶାଖୀ

ଭୁବନେଶ୍ଵର: Odisha Weather Report ରାଜ୍ୟରେ ଗ୍ରୀଷ୍ମର ପ୍ରବାହ  ଜାରି ରହିଛି। ଦିନ ୧୧ ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ରାଜ୍ୟର ପ୍ରାୟ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସାରା ରାଜ୍ୟ ତାତିରେ ଶିଝୁଛି। ଗତକାଲି ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି। GET TRENDING AIR CONDITIONER AT 35% OFF AMAZON SALE ପ୍ରବଳ ଗରମରୁ ରକ୍ଷା ମିଳିପାରେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ…

Read More