PM Kisan 12th Installments: ମୋଦୀ ସରକାରଙ୍କ ଚାଷୀଙ୍କୁ ଦଶହରା ଭେଟି; ଏହି ଦିନ ମିଳିବ ୪ହଜାର ଟଙ୍କା
ନୂଆଦିଲ୍ଲୀ: PM Kisan 12th Installments: ମୋଦୀ ସରକାର ଦଶହରାରେ ଚାଷୀଙ୍କୁ ଉପହାର ଦେବାକୁ ଯୋଜନା କରିଛନ୍ତି। ହଁ, ସରକାର ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ ଅକ୍ଟୋବର ୧ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ର ଦ୍ୱାଦଶ କିସ୍ତି (PM Kisan 12th Instalments) ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ଯେଉଁ ଚାଷୀଙ୍କ ଆକାଉଣ୍ଟରେ ଏକାଦଶ କିସ୍ତିର ଟଙ୍କା ଆସିନାହିଁ ଯଦି ସେମାନେ e-Kyc କରିଥିବେ, ତେବେ ଉଭୟ କିସ୍ତିର ଟଙ୍କା ଏକାସାଙ୍ଗରେ ସେମାନଙ୍କ ଆକାଉଣ୍ଟରେ…
