ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୩୩୬ ,ଜିଲ୍ଲାରେ ୩ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଅନୁଗୋଳ : ଅନୁଗୋଳ ଜିଲ୍ଲାରୁ ୨୧ କଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଂକ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ୧୦ ଜଣ, ବଅଁରପାଳ ବ୍ଳକୁ ଅଂଚଳରୁ ୯ଜଣ, କଣିହାଁ ବ୍ଳକ୍ ଅଂଚଳରୁ ଜଣେ ଓ ଅନୁଗୋଳ ବ୍ଲକ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୩,୨୬,୨୬,୨୭.୩୦ ଓ ୫୬ ବର୍ଷ ହୋଇଥି ବାବେଳେ ୪…
