ଏମସିଏଲ ସହାୟତାରେ ୭୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ରାଜିନାମା
ସମ୍ବଲପୁର : କୋଭିଡ-୧୯ ବିରୋଧରେ ସଂଗ୍ରାମକୁ ସଶକ୍ତ କରିବା ଲକ୍ଷ୍ୟରେ ଝାରସୁଗୁଡାରେ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ମହାନଦୀ କୋଲ୍ ଫିଲସ ଲିମିଟେଡ୍ଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମାସ୍ଵାକ୍ଷରିତ ହୋଇଛି। ଏହି ସ୍ଵାସ୍ଥ୍ୟନୁଷ୍ଠାନ ବିନାମୂଲ୍ୟରେ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଶାପ୍ରକଟ କରିଛନ୍ତି। ମହାନଦୀ କୋଲଫିଲଡ଼ସ ଲିମିଟେଡ଼ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ ଠାରେ ୭୦ଶଯ୍ୟା ବିଶିଷ୍ଟ…
