Home » Breaking News » Page 26
odisha-rains

Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ଵର: Odisha Weather Report ଉତ୍ତର ପଶ୍ଚିମ ଭାଗରେ ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୂଚନାଅନୁସାରେ ଆସନ୍ତା କାଲି ୨୬ତାରିଖ…

Read More
russia-ukraine

Russia-Ukraine Live: ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ରୁଷ ଛାଡିବାକୁ ନାଗରିକଙ୍କୁ ନିର୍ଦ୍ଦେଶ  

ନୂଆଦିଲ୍ଲୀ: Russia-Ukraine Live ବୁଧବାର ୟୁକ୍ରେନ (Ukraine) ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି (Ukraine declares nationwide state of emergency)। ଏଥି ସହିତ, ୟୁକ୍ରେନ ନିଜ ନାଗରିକମାନଙ୍କୁ ତୁରନ୍ତ ରୁଷ (Russia) ଛାଡିବାକୁ କହିଛି। ଅନ୍ୟପକ୍ଷରେ, ତିକ୍ତତା ମଧ୍ୟରେ ରୁଷ ୟୁକ୍ରେନରୁ ନିଜ କୂଟନୀତିଜ୍ଞଙ୍କୁ ଫେରେଇ ଆଣିବାକୁ ଘୋଷଣା କରିଛି। ସେହିପରି ୟୁକ୍ରେନର ପୂର୍ବ ଅଞ୍ଚଳ ସହିତ କୂଟନୈତିକ ସମ୍ପର୍କ ଆରମ୍ଭ କରିଛି ଯାହା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଦିନେ ପୂର୍ବରୁ…

Read More
Odisha Assembly Byelection

Odisha Panchayat Election 2022: ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ, ମତଦାନ ଜାରି

ଭୁବନେଶ୍ଵର:Panchayat Election 2022 ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ୍‍ ଗ୍ରହଣ ସକାଳ ୭ରୁ ଜାରି ରହିଛି। ଏଥିପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି। ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ରାଜ୍ୟର ୪୮ ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‍, ୯୭୫ଟି ପଞ୍ଚାୟତ ଏବଂ ୧୩ ହଜାର ୫୧୪ଟି ୱାର୍ଡରେ ମତଦାନ ହେବ। ଏଥିରେ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।…

Read More
dharmendra pradhan

Panchayat Election Odisha: ସାମ୍ବାଦିକମାନଙ୍କୁ ହେଉଥିବା ଆକ୍ରମଣକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ନିଅନ୍ତୁ: ଧର୍ମେନ୍ଦ୍ର ପ୍ରଧାନ  

ଭୁବନେଶ୍ଵର: Panchayat Election Odisha ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Minister of Education and Minister of Skill Development & Entrepreneurship-Dharmendra Pradhan)। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‍ କରି କହିଛନ୍ତି, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ (Media) ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ସେ…

Read More
odisha-panchayat election

Odisha Panchayat Election: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୧ ପ୍ରତିଶତ ମତଦାନ

ଭୁବନେଶ୍ଵର: Odisha Panchayat Election 2022 ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ୭୧ ପ୍ରତିଶତ ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ପ୍ରାଥମିକ ଆକଳନ ଅନୁଯାୟୀ ୭୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ…

Read More
train_cancelled

Indian Railways New Rules: ଏଥର ଟ୍ରେନରେ ଯାତ୍ରା ବେଳେ Mobile ରେ ଜୋରରେ କଥା ହେବା ମନା, ପାରିବେନି ଗୀତ ଶୁଣି 

ଭୁବନେଶ୍ଵର: Indian Railways New Rules ଆପଣ ଟ୍ରେନ (Train Journey) ରେ ଯାତ୍ରା କରୁଛନ୍ତିକି! ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଉପଭୋଗ କରନ୍ତି କିମ୍ବା କାର୍ଯ୍ୟ ହେତୁ ଟ୍ରେନରେ ଯାତ୍ରା କରିବାକୁ ପଡେ ତେବେ ଏହି ସୂଚନା ଆପଣଙ୍କ ପାଇଁ। ଭାରତୀୟ ରେଳବାଇର ନିୟମ ସମୟ ସମୟରେ ବଦଳିଥାଏ। ଟ୍ରେନରେ ଯାଉଥିବା ଯାତ୍ରୀମାନେ ଏହା ବିଷୟରେ ଅବଗତ ହେବା ଜରୁରୀ। ରେଳରେ ଯାତ୍ରା ସମୟରେ ଯାତ୍ରୀଙ୍କ ମଧ୍ୟରେ ଶାଳୀନତା ଏବଂ ଶିଷ୍ଟାଚାର ବଜାୟ ରଖିବା…

Read More
president-kovind-mahimalive

President visit to Puri: ରାଷ୍ଟ୍ରତିଙ୍କ ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତ

ପୁରୀ: President visit to Puri ରାଷ୍ଟ୍ରତି ଶ୍ରୀ ରାମନାଥ କୋବିନ୍ଦ (President Ram Nath Kovind) ଆଜିଠାରୁ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରତି ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍‍ରେ ଭୁବନେଶ୍ୱର (Bhubaneswar) ବିମାନ ବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ରାଷ୍ଟ୍ରତିଙ୍କୁ ସ୍ୱାଗତ କରିବେ। ଏହାପରେ ସେ ହେଲିକାପ୍ଟର ଯୋଗେ ୩ଟା ୨୫ ମିନିଟ୍‍ରେ ପୁରୀରେ ପହଞ୍ଚିବେ। ୫ଟାରେ ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।…

Read More
disha_panchayat_polls

Odisha Panchayat Election: ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଶେଷ, ୭୧ ପ୍ରତିଶତ ମତଦାନ

ଭୁବନେଶ୍ଵର: Odisha Panchayat Election ରାଜ୍ୟରେ ଆଜି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ସଂଖ୍ୟା ବଢ଼ିପାରେ। କିଛି ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ହୋଇଛି। ଯାଜପୁର, ଜଗତସିଂହପୁରର କିଛି ସ୍ଥାନରେ ମତଦନରେ ବାଧା ଉପୁଜିବା ଖବର ମିଳିଛି। ବାଲାଟପେପର…

Read More
bappi_lahiri

Bappi Lahiri: ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ପରଲୋକ

ମୁମ୍ବାଇ: Bappi Lahiri passes away ଖ୍ୟାତନାମା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ (Bappi Lahiri) ଙ୍କର ଆଜି ମୁମ୍ବାଇଠାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ୮୦ ଓ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଶ୍ରୋତାଙ୍କ ମହଲରେ ବେଶ୍‍ ପରିଚିତ ଥିଲେ। ପଶ୍ଚିମବଙ୍ଗର ଜଲପାଇଗୁଡିରେ ୨୭ ନଭେମ୍ବର ୧୯୫୨ରେ ଜନ୍ମଗ୍ରହଣ କରିଥିଲେ। ସୁନା ଅଳଙ୍କାରରେ ସଜ୍ଜିତ ଜଣେ ସଂଗୀତଜ୍ଞ ଭାବରେ ବାପିଦା’…

Read More
Odisha Assembly Byelection

Odisha Panchayat Election: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ

ଭୁବନେଶ୍ଵର: Odisha Panchayat Election 2022 ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି। ରାଜ୍ୟ ନିର୍ବାଚନ କମିଶନ୍‍ଙ୍କ ସୂଚନା ଅନୁସାରେ ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ମିଳିଛି। ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ ଲାଗି ସମୟ ସ୍ଥିର କରାଯାଇଥିଲେ ମଧ୍ୟ ଯେଉଁମାନେ ବୁଥ୍‍ ପରିସରରେ ଥିଲେ, ସେମାନଙ୍କୁ ଭୋଟ୍‍ ଦେବାକୁ ଅନୁମତି ଦିଆଯାଇଥିଲା। ସୂଚନାଯୋଗ୍ୟ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର…

Read More
election_odisha

Odisha Panchayat Election: ଏଥର ମତଗଣନା ହେବ ବ୍ଲକ୍‍ ରେ, ଆଜି ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର

ଭୁବନେଶ୍ୱର: Odisha First Phase Panchayat Election ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ପ୍ରଚାରକାର୍ଯ୍ୟ ଶେଷ ହେଉଛି। ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୩୦ଟି ରାଜ୍ୟରୁ ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍‍ର ୧ହଜାର ୬ଶହ ୬୯ ଟି ଗ୍ରାମ ପଞ୍ଚାୟତରେ ମତଦାନ ହେବ। ଏଥିରେ ମୋଟ୍‍ ୬୭ ଲକ୍ଷ ୫୧ହଜାର ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ନିର୍ବାଚନ…

Read More