Home » Breaking News » Page 37

Human Life Span:ମଣିଷ କେତେ ବର୍ଷ ବଞ୍ଚିପାରିବ? ବୈଜ୍ଞାନିକମାନେ କଲେ ପ୍ରକାଶ

ନୂଆଦିଲ୍ଲୀ: ମନୁଷ୍ୟ କେତେ ବର୍ଷ ବଞ୍ଚିପାରିବ? ଏହା ଆପଣଙ୍କ ମନକୁ କେବେ ଆସିଛି କି ଜଣେ ବ୍ୟକ୍ତି ଅଧିକତମ କେତେ ଦିନ ବଞ୍ଚିପାରିବ? ଆପଣମାନେ ଶୁଣିଥିବେ ଯେ କିଛି ଲୋକ ୧୨୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ବୟସର ସଠିକ୍ ଆକଳନ ପାଇବାରେ ବୈଜ୍ଞାନିକମାନେ (Scientists) ସଫଳ ହୋଇଛନ୍ତି। ନେଚର କମ୍ୟୁନିକେସନ (Nature Communication) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଣିଷର ସର୍ବାଧିକ ବୟସ ୧୫୦ ବର୍ଷ ଅଟେ।…

Read More
chse1

CHSE +2 Exam Cancelled: ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋଭିଡ (Covid-19) ର ସଙ୍କଟ ସ୍ଥିତିରେ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ଵାଦଶ ଶ୍ରେଣୀ ପରୀକ୍ଷା (+2 Annual Examination) ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା…

Read More
sdgindia-21

ନୀତି ଆୟୋଗ ପକ୍ଷରୁ SDG India Index ପ୍ରକାଶିତ, ତାଲିକାରେ ଓଡ଼ିଶା ତଳେ

ନୂଆଦିଲ୍ଲୀ: ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ୨୦୨୦-୨୧ (SDG India Index- 2020-21)ର ତୃତୀୟ ସଂସ୍କରଣ ନୀତି ଆୟୋଗ (NITI Ayog) ଦ୍ୱାରା ପ୍ରକାଶିତ ହୋଇଛି। ୨୦୧୮ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଏବଂ ଏହା ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (SDG ) ହାସଲ କରିବାରେ ରାଜ୍ୟ ସମୂହଙ୍କ ପ୍ରୟାସ, ଉପଲବ୍ଧି ଏବଂ ସ୍ଥାନ ଆଦି ସବିଶେଷ  ଉଲ୍ଲେଖ କରାଯାଇଛି। ନିତି ଆୟୋଗ ଜାରି କରିଥିବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚୀରେ ୬୧…

Read More
sai international schhol

OAVS ଉପଦେଷ୍ଟା ଶିକ୍ଷାବିତ ଡ଼ା.ବିଜୟ କୁମାର ସାହୁଙ୍କ ପରଲୋକ

ଭୁବନେଶ୍ଵର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ (Sai Intenational School) ର ଚେୟାରମ୍ୟାନ୍ ତଥା ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା (Odisha Adarsha Vidyalaya Sangathan-OAVS) ଡ଼ା.ବିଜୟ କୁମାର ସାହୁ (Dr.Bijaya Kumar Sahoo) ଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଉନ୍ନତଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ସେ ରାଜ୍ୟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସାଇ…

Read More

୭ ବର୍ଷ ପରିବର୍ତ୍ତେ TET ର Valid ବର୍ତ୍ତମାନ ସାରା ଜୀବନ:ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶିକ୍ଷକ (Teacher) ହେବାକୁ ଚାହୁଁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା (Teacher Eligibility Test-TET) ପ୍ରମାଣପତ୍ରର ବୈଧତା (Validity) ଅବଧି ୭ ବର୍ଷ ବଦଳରେ ଜୀବନସାରା ବଢେଇ ଦେଇଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଆଜି ଏହି ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ଥରେ ଆପଣ TET ପାସ କଲେ ଏହା ଜୀବନସାରା ପାଇଁ ବୈଧ ହେବ। ଶିକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ଉପକୃତ କରିବ…

Read More
woman-returns

ପରିବାରଲୋକ କରିଥିଲେ ଶୁଦ୍ଧଘର,୧୫ ଦିନ ପରେ ମହିଳା ଫେରିଲେ ଜୀବନ୍ତ

ବିଜୟୱାଡା: ଆପଣ କେବେ ଦେଖିଛନ୍ତି କି ଜଣେ ମୃତ ବ୍ୟକ୍ତି ପୁଣି ଜୀବିତ ଅବସ୍ଥାରେ ଫେରିଆସିବ? ଯଦି କୌଣସି ବ୍ୟକ୍ତି ଏହା ଦେଖନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କର ହୋସ ଉଡ଼ିଯିବ।  ଏମିତି ଏକ ହୋସ ଉଡିବା ପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ। ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଡାକ୍ତରଖାନା ଦ୍ଵାରା ୭୫ ବର୍ଷ ବୟସ୍କା ବୃଦ୍ଧ ମହିଳା ମୃତୀଆଲା ଗିରିଜାମା (Mrutiala Girijamma) ଙ୍କୁ ମୃତ ଘୋଷଣା କରାଯାଇଥିଲା,…

Read More
tma

Model Tenancy Act:ଆଉ ରହିବନି ଘରଭଡା ଟେନସନ, ସାରା ଦେଶରେ ନୂତନ ଘରଭଡା ଆଇନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା  ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ (Model Tenancy Act) ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ…

Read More
gonda-blast

UP:ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇ ମହଲା ଘର ଭୁଶୁଡି ୭ ଜଣ ମୃତ୍ୟୁ

ଗୋଣ୍ଡା: ଉତ୍ତରପ୍ରଦେଶ (Uttar Pradesh) ର ଗୋଣ୍ଡା ଜିଲ୍ଲା (Gonda District) ରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣ (Cylinder Blast) ହେତୁ ଏଠାରେ ଦୁଇ ମହଲା ବିଶିଷ୍ଟ ଘର ଭୁଶୁଡି ପଡି ସେଠାରେ ଉପସ୍ଥିତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ଗ୍ରାମବାସୀ ତୁରନ୍ତ ସାହାଯ୍ୟ କରି ୧୪ ଜଣଙ୍କ ଜୀବନ ରକ୍ଷା କରିଥିଲେ। ଅଳିଆ ଗଦାରେ ପୋତି ହୋଇଥିବା ଏହି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ୭ ଜଣ…

Read More
pmmodi-mahimalive

ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ (CBSE 12th Exam 2021 cancelled) କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି। ଏହି ବୈଠକରେ ଅନେକ ରାଜ୍ୟ ପରୀକ୍ଷା ନକରିବାକୁ ଦାବି କରିଥିଲେ, ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଇଁ ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More
school CBSE

12th Exam 2021 cancelled: CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ଲହର (Covid Second Wave) ଆସିବା ପରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏହି ସମୟରେ, କୋଭିଡକୁ  ଏଡାଇବା ପାଇଁ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ (CBSE 12th Exam 2021 cancelled) କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି। ଏହି ବୈଠକରେ ଅନେକ ରାଜ୍ୟ ପରୀକ୍ଷା ନକରିବାକୁ ଦାବି କରିଥିଲେ, ଏହା…

Read More

World No Tobacco Day: ସାବଧାନ! ଭାରତରେ ତମାଖୁ ସେବନ ଦ୍ୱାରା ଦୈନିକ ୩୫୦୦ ମୃତ୍ୟୁ ଘଟୁଛି: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି, ୩୧ମଇ ରେ, ବିଶ୍ୱ ତମାଖୁ ବର୍ଜନ ଦିବସ (World No Tobacco Day) ପାଳନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Dr. Harsh Vardhan) ତମାଖୁ ଏବଂ ଧୂମପାନର ବିପଦ ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ ଭାରତରେ ତମାଖୁ ଏବଂ ଧୂମପାନ ଯୋଗୁଁ ଦୈନିକ ୩ ହଜାର ୫୦୦  ଲୋକ ମୃତ୍ୟୁ ବରଣ କରୁଛନ୍ତି। ବର୍ଷ ବିଷୟରେ କହିବାକୁ ଗଲେ, ପ୍ରତିବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ…

Read More