Cyclone Yaas:ବୁଧବାର ମଧ୍ୟାହ୍ନ ସୁଦ୍ଧା ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ କରିବ ୟାସ୍ ଲ୍ୟାଣ୍ଡଫଲ, ଘଣ୍ଟା ପ୍ରତି ୧୨ କିମିରେ ମାଡି ଆସୁଛି
ଭୂବନେଶ୍ଵର: ଘଣ୍ଟା ପ୍ରତି ୧୨ କିମି ବେଗରେ ମାଡି ଆସୁଛି ବାତ୍ୟା ‘ୟାସ୍’ (Yaas)। ଏହା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଭଦ୍ରକ (Bhadrak)ଓ ବାଲେଶ୍ୱର (Baleswar) ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମିଳିଛି। ଘଣ୍ଟା ପ୍ରତି ୧୮୫ କିମି ପର୍ଯ୍ୟନ୍ତ ବହିବ ପବନ ସୂଚନା ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଅନୁଭୂତ ହେବ। ଉତ୍ତର…
