mtimes odia
Home » MORE » Page 35
bank

କେବଳ ୪ଟି ବ୍ୟାଙ୍କ ହେବ ସରକାରୀ, ଅନ୍ୟ ସବୁ ହେବ ଘରୋଇକରଣ!

୪ ବ୍ୟାଙ୍କ :କାନାରା ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମିଶ୍ରଣ ଏବଂ ଘରୋଇକରଣ (Privatisation) ପାଇଁ ପ୍ରସ୍ତୁତି ଶେଷ। ପ୍ରଥମେ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ସଂଖ୍ୟା ୨୭ ରୁ ୧୨କୁ ହ୍ରାସ କରାଯାଇଥିଲା। ବର୍ତ୍ତମାନ ୧୨ ସରକାରୀ ବ୍ୟାଙ୍କକୁ ହ୍ରାସ କରି ୪ରେ ସୀମିତ ରଖାଯିବାର ଯୋଜନା ଚାଲିଛି। ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ନିତୀ ଆୟୋଗ (NITI Aayoga) ବ୍ଲୁ ପ୍ରିଣ୍ଟ…

Read More
odisha results

ଆସନ୍ତା ଶନିବାର +୨ କଳା ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ଵର: ଆସନ୍ତା ଶନିବାରଦିନ ଯୁକ୍ତ ଦୁଇ କଳା(+2 Arts ) ବାର୍ଷିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହାସହ +୨ ଧନ୍ଦାମୂଳକ ଶିକ୍ଷା ( Vocational )ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଉଭୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। Also Read: ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ +୨ ବିଜ୍ଞାନ (+2 Science ) ଓ ୧୯ ତାରିଖରେ +୨ ବାଣିଜ୍ୟ ( +2 Commerce )…

Read More
prakash javdekar

‘ମିଶନ କର୍ମଯୋଗୀ’ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ଦକ୍ଷ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ବା ( NPCSCB) ଅନୁମୋଦନ ଲାଭ କରିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରିଷଦ ସ୍ୱୀକୃତି ଦେଇଛି। ସିଭିଲ ସର୍ଭେଣ୍ଟମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏନ୍‌ପିସିଏସ୍‌ସିଭି ବେଶ୍‌ ସତର୍କତାର ସହିତ ତିଆରି କରାଯାଉଛି। ସିଭିଲ ସେବା (Civil Service ) ବା…

Read More
Coal India

କୋଲ ଇଣ୍ଡିଆ ୫୦୦ଟି ପ୍ରକଳ୍ପରେ ବିନିଯୋଗ କରିବ ୧.୨୨ଲକ୍ଷ କୋଟି:କେନ୍ଦ୍ର କୋଇଲା ମନ୍ତ୍ରୀ

ନୂଆଦିଲ୍ଲୀ:ଆଗାମୀ ୨୦୨୩-୨୪ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି। କୋଲ ଇଣ୍ଡିଆ ଲିମିଟେଡ (CIL) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ…

Read More
rupay card pos

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଆଜିକାଲି ୟୁପିଆଇର ବ୍ୟବହାର ବହୁତ ବଢିଛି। ବିଶେଷ କରି  ବର୍ତ୍ତମାନ କରୋନା କାଳରେ ଏହାର ବହୁତ ବ୍ୟବହାର ଲୋକେ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ରବିବାର ଦିନ ବ୍ୟାଙ୍କ ଉପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୟୁପିଆଇ ଦେୟ ( Payment )ରେ ଚାର୍ଜ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଯଦି ଜାନୁଆରୀ ୨ ପରେ ୟୁପିଇ ପେମେଣ୍ଟ ଉପରେ କୌଣସି ଚାର୍ଜ ବ୍ୟାଙ୍କ ନେଇଥାଏ  ତେବେ ଏହାକୁ ଗ୍ରାହକଙ୍କୁ ବ୍ୟାଙ୍କ…

Read More
Black panther

Black Panthar ଅଭିନେତା ଚାଡୱିକ୍ ବୋସମାନ୍ 43 ବର୍ଷ ବୟସରେ ମୃତ୍ୟୁ,କ୍ୟାନସରରେ ଥିଲେ ପୀଡ଼ିତ

ଲସଆଂଜେଲସ :ବ୍ଲାକ୍ ପାନ୍ଥର୍( Black Panther )ର  ଆକ୍ଟର  ଚାଡୱିକ୍ ବୋସମାନ୍ ( Chadwick Boseman )ଙ୍କ  କର୍କଟ କାରଣରୁ ଶନିବାର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚାଡୱିକ୍ ୪ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହ ଥିଲେ। ସୁପରଷ୍ଟାର ଅଭିନେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହା ବିବୃତ୍ତିରେ ଲେଖା ହୋଇଛି, ଜଣେ…

Read More
Reha and sushant sing rajput file

ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରଛନ୍ତି ,ଆସନ୍ତୁ ଜାଣିବା

ମୁମ୍ବାଇ: ଗତ ଜୁନ ମାସରେ ହୋଇଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ( Sushant Singh Rajput )ଙ୍କ ମୃତ୍ୟୁ ମାମଲାରେ ସିବିଆଇ ( CBI )ଶୁକ୍ରବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ସିବିଆଇର ଅନୁସନ୍ଧାନ ସାତ ଦିନ ଶେଷ ହୋଇଛି ଏବଂ ଆଜି ହେଉଛି ଅଷ୍ଟମ ଦିନ। ସୂଚନାନୁସାରେ  ସିବିଆଇ ପୁରା ମାମଲାରେ ପ୍ରଥମ ଥର ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ସୂତ୍ରରୁ ପ୍ରକାଶ ସିବିଆଇ ରିୟା ଚକ୍ରବର୍ତ୍ତୀ( Rhea Chakraborty…

Read More
Pradhan Mantri Jandhan yojana

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରଣାଳୟ ଦେଶର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ, ଅବହେଳିତ ଓ ଉପେକ୍ଷିତ ବର୍ଗଙ୍କୁ ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ବଦ୍ଧପରିକର। ଏହି ବର୍ଗର ଲୋକମାନଙ୍କୁ ବ୍ୟାଙ୍କ (Bank) ପରିସରକୁ ଆଣି ସେମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଏହି ବର୍ଗର ଲୋକଙ୍କୁ ଲାଭଖୋର ସାହୁକାର ଓ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷିତ ରଖିବା। ଆହୁରି ମଧ୍ୟ ଯେଉଁମାନେ…

Read More

ବାୟୁସେନାରେ ଚାକିରି ଆଶାୟୀଙ୍କ ପାଇଁ IAF ମୋବାଇଲ୍ ଆପ୍ଲିକେସନ୍ ‘My IAF’ ର ଉଦ୍ଘାଟନ

ନୂଆଦିଲ୍ଲୀ:ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ବାୟୁସେନା ମୁଖ୍ୟାଳୟ ‘ଏୟାର ଭବନ’ରେ ଏକ ମୋବାଇଲ୍ ଆପ୍ଲିକେସନ୍’ My IAF ‘ଲଞ୍ଚ କରିଛନ୍ତି। ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ (C-DAC) ର ସହଯୋଗରେ ବିକଶିତ ଏହି ମୋବାଇଲ୍ ଆପ , ଭାରତୀୟ ବାୟୁସେନା (Indian Air Force) ରେ ଯୋଗଦେବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ କ୍ୟାରିୟର ସୂଚନା ଏବଂ ବିବରଣୀ ପ୍ରଦାନ କରିବ।…

Read More
odisha results

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର: ପୂର୍ବରୁ ଘୋଷଣା ହୋଇଥିଲା ଯେ CHSE ପରିଚାଳିତ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶିତ ହେବ। ବର୍ତ୍ତମାନ କିନ୍ତୁ ଏହା  ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ପାଇବ।। ଏ ନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶିତ ହୋଇସାରିଛି।  +୨ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର…

Read More